ଭୁବନେଶ୍ୱର: ଖଣ୍ଡଗିରି ନିକଟସ୍ଥ ସତ୍ୟ ମହିମା ଆଶ୍ରମରେ ଅନିକେଶ ଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇ ଅଛି I ମାତା. ଗାୟତ୍ରୀ ଓ ପିତା. ଆଲୋକ ଙ୍କ ନିଷ୍ପତି ଅନୁଯାଇ କେକ କାଟିବା ଓ ମହମବତୀ ଲଗାଇ ଫୁଙ୍କିବା ପରମ୍ପରାକୁ ବାଦ ଦେିଇ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ନିଜ ପୁତ୍ରର ଜନ୍ମଦିନକୁ ପ୍ରଭୁ ଶୂନ୍ୟବ୍ରହ୍ମ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଅସହାୟ ମାନଙ୍କୁ ଖାଦ୍ୟ ଓ… Continue reading ନିଆରା ଢଙ୍ଗ ରେ ଜନ୍ମଦିନ ପାଳିତ
ନିଆରା ଢଙ୍ଗ ରେ ଜନ୍ମଦିନ ପାଳିତ