ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ଅଘରିଆ ସମାଜ । ୨ଟି ବଡ଼ କୁଲର ପ୍ରଦାନ ପରେ ଟ୍ରଷ୍ଟର ଏହା ଦ୍ଵିତୀୟ କାର୍ଯ୍ୟକ୍ରମ । ଅନ୍ତେବାସୀ ଚାରିକାନ୍ଥ ଭିତରେ ସୀମିତ ନରହି ସମୟ… Continue reading ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ

କୋଟି କୋଟି ଟଙ୍କାର ସମ୍ପତ୍ତି, ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ

ବଲାଙ୍ଗିର: କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ କେନ୍ଦୁପତ୍ର ବିଭାଗ ଏହାର ସମ୍ପୂର୍ଣ ଦାୟିତ୍ଵ ବହନ କରେ।ଶ୍ରମିକଙ୍କ ଦ୍ଵାରା ପ୍ରଥମେ ପୁରୁଣା ବୁଦା ଗୁଡ଼ିକୁ କଟା ଯାଇଥାଏ।ବୁଦା କଟେଇ କୁ ବୁଶ କଟିଙ୍ଗ କୁହାଯାଏ।ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷ… Continue reading କୋଟି କୋଟି ଟଙ୍କାର ସମ୍ପତ୍ତି, ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ

ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କୋକସରା,୧୩।୫ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୟପ୍ରକାଶ ନାରାୟଣ ହୋତା ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ମଙ୍ଗବାର ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ଜଗଦୀଶ ନାଏକ, ଉପ ସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି… Continue reading ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କାଳ ବୈଶାଖୀରେ ଉପୁଡିଲା ବିଦ୍ୟାଳୟର ଛାତ ଅନେକ କ୍ଷୟକ୍ଷତି ଆଶଙ୍କା

କୋକସରା: କୋକସରା ବ୍ଲକ ରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜୋର ରେ ଝଡ଼ ତୋଫାନ ହୋଇଥିଲା ଏଥିରେ ବରାଡ଼ଙ୍ଗା ପଞ୍ଚାୟତ ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ ଉପୁଡି ପଡିଥିବା ଦେଖିବାକୁ ମିଳିଛି l ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତିନି ଲକ୍ଷ୍ୟ ପଚାଶ ହଜାର ଟଙ୍କା ଅନୁଦାନ ରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ଓ ଆଜବେଷ୍ଟ ଉପରେ ମୁଣ୍ଡକାରୀ ଦେଇନଥିବା ଯୋଗୁଁ ଏଭଳି ହୋଇଥିବା ସାଧାରଣ ଲୋକେ… Continue reading କାଳ ବୈଶାଖୀରେ ଉପୁଡିଲା ବିଦ୍ୟାଳୟର ଛାତ ଅନେକ କ୍ଷୟକ୍ଷତି ଆଶଙ୍କା

ଭଗବାନ ବୁଦ୍ଧ ଜ୍ଞାନ, ଶାନ୍ତି, ସହନଶୀଳତା, ଅହିଁସା, ମାନବବାଦର ସର୍ବକାଳୀନ ପ୍ରତୀକ

ଭୁବନେଶ୍ୱର: ସମଗ୍ର ବିଶ୍ୱକୁ ଅହିଂସା, ଶାନ୍ତି, ଜ୍ଞାନ, ସହନଶୀଳତା, ମାନବବାଦ ପ୍ରମୁଖ ଦିବ୍ୟ ଅମୁଲ୍ୟ ସମ୍ପଦ ପ୍ରଦାନ କରିଥିବା ତଥାଗତ ବୁଦ୍ଧଙ୍କ 2569 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ବୋଧି ବୃକ୍ଷ ପ୍ରତିମୂର୍ତ୍ତି ସ୍ଥଳରେ ମହାବୁଦ୍ଧି ଯୁବ ଅଭିଯାନ ପକ୍ଷରୁ ସାମୁହିକ ଦ୍ବୀପ ଦାନ, ମୌନବ୍ରତ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅଭିଯାନ ର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ… Continue reading ଭଗବାନ ବୁଦ୍ଧ ଜ୍ଞାନ, ଶାନ୍ତି, ସହନଶୀଳତା, ଅହିଁସା, ମାନବବାଦର ସର୍ବକାଳୀନ ପ୍ରତୀକ

ମହିମାସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ରଦାନ

ଭୁବନେଶ୍ୱର: ମାଆର ବିକଳ୍ପ ନାହିଁ l ମାଆ ର ସ୍ଥାନ ସ୍ୱର୍ଗଠାରୁ ବି ଉଚ୍ଚରେ l ସମସ୍ତେ ମାଙ୍କ ପ୍ରତି ସମର୍ପିତ ଭାବେ କାର୍ଯ୍ୟକଲେ କୌଣସି ମା କେବେ ଦୁଃଖୀ ହେବେ ନାହିଁ l ଏହିପରି କିଛି ବାର୍ତ୍ତା ତଥା ମହତ ଉପଦେଶ ପ୍ରଦାନ କରିଥିଲେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ବିଶ୍ୱମାତୃ ଦିବସ ତଥା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା… Continue reading ମହିମାସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ରଦାନ

ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସ ର ମହନୀୟତା ସମ୍ପର୍କ ରେ ଉପସ୍ଥିତ ଲୋକଙ୍କୁ ଆଲୋକପାତ କରିଥିଲେ। ଏହାପରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଙ୍କ… Continue reading ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ

ଭାରତୀୟ ସେନାକୁ ସମର୍ଥନ ସହ କୃତଜ୍ଞତା ଜ୍ଞାପନ

ଭୁବନେଶ୍ୱର : ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାକୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ମିଳିତ ଗଣମାଧ୍ୟମ ମହାମଞ୍ଚ ଓ ସମାଜସେବୀ, ସାଧାରଣନାଗରିକ l ମହାମଞ୍ଚ ପକ୍ଷରୁ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ଓ ସାମ୍ବାଦିକ ରମେଶ କୁମାର ମହାପାତ୍ର, ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ, ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା, ପ୍ରମୁଖ ଏକାଠି ହୋଇ ସ୍ଥାନୀୟ ବୁଦ୍ଧ ମନ୍ଦିର ଗେଟ ସମ୍ମୁଖରେ ରେ ଭାରତୀୟ ସେନା… Continue reading ଭାରତୀୟ ସେନାକୁ ସମର୍ଥନ ସହ କୃତଜ୍ଞତା ଜ୍ଞାପନ

Untitled

ଭୁବନେଶ୍ୱର: ସତ୍ୟନଗର ଜାଭିଅର ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛି l ସ୍କୁଲର ସବୁ ପିଲାଙ୍କୁ ଖଣ୍ଡଗିରି ସ୍କୁଲକୁ ସ୍ଥାନାନ୍ତରଣ କରିଦେଇଛନ୍ତି l ସତ୍ୟନଗର ସ୍କୁଲରେ ସବୁ ପ୍ରାଇଭେଟ ସ୍କୁଲ ଭଳି ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲା ପାଠ ପଢୁଛନ୍ତି l ସତ୍ୟନଗର ପାଖାପାଖି ଅଭିଭାବକ ଘରଠାରୁ ଖଣ୍ଡଗିରି ସ୍କୁଲର ଦୂରତା ପ୍ରାୟ 8 ରୁ 12 କିମି ହେବ l ଗରିବ ଅଭିଭାବକ ମାନେ କିପରି ଏତେ ଦୂର ପଠାଇ… Continue reading Untitled

ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

ଭବାନୀପାଟଣା, ୦୬/୦୫; ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଳକ ରେତ ଡେମ ନିକଟ ହାତୀ ମୁଣ୍ଡା ଗ୍ରାମରେ ବେନିୟମ ଭାବେ ରନ୍ଧା ମଦ ଚାଲିଥିବା ଖବର ପାଇ ଅବକାରୀ ଟିମ ଚଢାଉ କରିଥିଲେ। ଭବାନୀପାଟଣା ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଲକ ରାମ ନାଏକଙ୍କ ନେତୃତ୍ଵରେ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ସାମୁଏଲ ଆଚାର୍ଯ୍ଯ, କିଶାନ ଗଉଡ, ମହାଦେବ ମାଝୀ,… Continue reading ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

You cannot copy content of this page