ନୂଆଦିଲ୍ଲୀ ଜାତୀୟ ଇଭେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ ରାଉରକେଲାର: ଓଡ଼ିଶା ପାଇଁ ଗୌରବ ଓ ଯୁବ ପିଢ଼ି ପାଇଁ ପ୍ରେରଣା ନେଇ ଆସିଛନ୍ତି ରାଉରକେଲାର ସତ୍ୟ ପ୍ରକାଶ ମିଶ୍ର। ‘ବିକସିତ ଭାରତ ଚ୍ୟାଲେଞ୍ଜ’ ଅଧୀନରେ ଆୟୋଜିତ ‘ବିକସିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୬’ ରେ ସେ ରାଜ୍ୟ ସ୍ତରୀୟ ଚମ୍ପିଆନ ଭାବେ ବିଜୟୀ ହୋଇ ଓଡ଼ିଶାର ପ୍ରତିନିଧି ଭାବେ ଜାତୀୟ ସ୍ତରକୁ ଚୟନିତ ହୋଇଛନ୍ତି। ଏହି ସମ୍ମାନଜନକ ସଫଳତା ହାସଲ କରିବା ପାଇଁ ସତ୍ୟ… Continue reading ସତ୍ୟ ପ୍ରକାଶ ମିଶ୍ର ବିକଶିତ ଭାରତ ଚ୍ୟାଲେଞ୍ଜର ରାଜ୍ୟ ଚ୍ୟାମ୍ପିଅନ
ସତ୍ୟ ପ୍ରକାଶ ମିଶ୍ର ବିକଶିତ ଭାରତ ଚ୍ୟାଲେଞ୍ଜର ରାଜ୍ୟ ଚ୍ୟାମ୍ପିଅନ