ବାଲିଅନ୍ତା: ଏକାମ୍ର ନିର୍ବାଚନମଣ୍ଡଳୀ ଅଧୂନ ଵାସୁଆଘାଇ ପଞ୍ଚାୟତ ବାଙ୍କୁଆଳ ଗ୍ରାମରେ ୩୧ ତମ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ବାଙ୍କୁଆଳ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜା ମହାଡମ୍ବରରେ ପାଳିତ ହୋଇଯାଇଛି। ସୁନ୍ଦର ସାଜସଜା ସାଙ୍ଗକୁ ଆଖୁ ଝଲସିବା ଭଳି ତୋରଣର ବଳୟ ଭିତରେ ପୂଜା ପାଉଛନ୍ତି ଧନଧାତ୍ରୀ ମା’ ଗଜଲକ୍ଷ୍ମୀ। ଏହି ଉତ୍ସବ ଗତକାଲିଠାରୁ ଶ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ଵନୀରେ ମା’ଙ୍କ ପୂଜା ରୀତିନୀତି ବିଧ… Continue reading ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା
ବାଙ୍କୁଆଳ ଗ୍ରାମରେ ୩୦ତମ ମା’ ଗଜଲକ୍ଷ୍ମୀ ପୂଜା