ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

Environmental Lifestyle Exhibition under Environmental Education Program

ଚିଲିକା,୨୮।୧: ଚିଲିକା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ବ୍ଳକ ସ୍ତରୀୟ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ତା-୨୭/୦୧/୨୦୨୫ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଚିଲିକା ବ୍ଳକ ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ବିଚାରକ ବିଦ୍ୟାଧର ଯୁଝାରସିଂହ, ଭଞ୍ଜକିଶୋରସାହୁ, ଅଜିତ ବୋଷ ପରିଦର୍ଶନ ଓ… Continue reading ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ

ସଚେତନତା ସମାବେଶ ଓ ଶୀତବସ୍ତ୍ର ବଣ୍ଟନ

କଳାହାଣ୍ଡି, ୨୮/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଲଗୁଡା ଠାରେ ମୁଣ୍ଡୁରାଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ବିରଚହଁରିଆ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ “ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ସମାବେଶ” ଓ “ଶୀତବସ୍ତ୍ର ବଣ୍ଟନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟ ଖଲିଲ ନାଏକ ମୂଖ୍ଯ ଅତିଥି, ଯୁବ ସଂଗଠକ ପ୍ରଭାତ ଦାସ… Continue reading ସଚେତନତା ସମାବେଶ ଓ ଶୀତବସ୍ତ୍ର ବଣ୍ଟନ

‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Prime Minister Narendra Modi inaugurated the 'Utkarsha Odisha' Conclave

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଦୁଇଦିନିଆ କନକ୍ଲେଭ୍ ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବେ?ଷ୍ଣବ ଓ ଜୁଏଲ୍ ଓରାମ୍ ଉପସ୍ଥିତ ଅଛନ୍ତି। କନ୍େକ୍ଲଭ୍ରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା… Continue reading ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେଲା ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର: ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ , ଅନେକ ସପିଂ ମଲ, ଏକାମ୍ର ହାଟ, ପୁରୀ ଜିଲ୍ଲାର ନାଗାମଠ ଗ୍ରାମରେ ଗ୍ରାମ୍ୟ ଚାଲିଚଳନ ଅନୁଭବ କରି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଭ୍ରମଣ କରିଥିଲେ ଏବଂ ଏଥିସହ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର… Continue reading ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଢେଙ୍କାନାଳ, ୨୭ା୧: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ, ସୋମବାର ସଡ଼କ ନିରାପତା ଉପରେ ଏକ ଦିବସୀୟ ଶିବିରର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଜାତୀୟ… Continue reading ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା

ଚିଲିକା,୨୮।୧: ଚିଲିକା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ଠାରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ବ୍ଳକ ସ୍ତରୀୟ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ତା ୨୭/୦୧/୨୦୨୫ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଚିଲିକା ବ୍ଳକ ଅନ୍ତର୍ଗତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ବିଚାରକ ବିଦ୍ୟାଧର ଯୁଝାରସିଂହ, ଭଞ୍ଜକିଶୋରସାହୁ, ଅଜିତ ବୋଷ ପରିଦର୍ଶନ… Continue reading ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିବେଶ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା

ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ଦର୍ଳିପଡା ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କୋକସରା: (ଚକ୍ରଧର ବେଶ୍ରା): କୋକସରା ବ୍ଲକର ପ୍ରତିଟି କୋଣ ଅନୁକୋଣରେ ୭୬ ତମ ସାଧାରଣତନ୍ତ୍ର ଦିବସ କୁ ଆନନ୍ଦ ଓ ଉଲ୍ଲାସର ସହକାରେ ପାଳନ କରିଥିବା ବେଳେ କୋକସରା ବ୍ଲକ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ଦର୍ଲି ପଡା ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।… Continue reading ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ଦର୍ଳିପଡା ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କଲେ ଓ ଦିବ୍ୟାଙ୍ଗଙ୍କୁ ଫଳବାଣ୍ଟିଲେ

ବାଳକାଟି,୨୭|୧: ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବାଲିଅନ୍ତା -ଧଉଳି -ପାହାଳ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ବାଳକାଟି ସ୍ଥିତ ଚେତନା ମାନସିକ ବିକଳାଙ୍ଗ ଅନୁଷ୍ଠାନର ଦିବ୍ୟାଙ୍ଗଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ବେଣୁଧର ଭୋଇ, ସଂଳାପଲେଖକ ଡ଼. ରଜନୀ ରଞ୍ଜନ ଦାଶ, ରବିନ୍ଦ୍ର ବାରିକ ଓ ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗକୁ ଫଳ ବଣ୍ଟନ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିତବାସ ଦାଶ,… Continue reading ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କଲେ ଓ ଦିବ୍ୟାଙ୍ଗଙ୍କୁ ଫଳବାଣ୍ଟିଲେ

ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ

ଧର୍ମଗଡ଼, ୨୭/୧( ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ଼ ବ୍ଲକ ଟିପିଗୁଡା ସ୍ଥିତ ରାଜୀବ ଗାନ୍ଧୀ ସଭାକେନ୍ଦ୍ର ପରିସରରେ ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗାଁ ଗୌନ୍ତିଆ ବନ୍ଦକୁମର ନାଏକଙ୍କ ସଭାପତିତ୍ୱରେ ହୋଇଥିବା ପ୍ରସ୍ତୁତି ବୈଠକରେ ଟିପିଗୁଡା ପଞ୍ଚାୟତ ସମେତ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସମାଜସେବୀ, ଯୁବକ ସଙ୍ଘର କର୍ମ୍ମୀ, ଶିକ୍ଷାବିତ, ବୁଦ୍ଧିଜୀବୀ ସମେତ ଶତାଧିକ ଲୋକେ ସାମିଲ ଥିଲେ l ଆଗାମୀ ଦିନରେ ଖୁବକମ… Continue reading ଟିପିଗୁଡା ବ୍ଲକ ଗଠନ ପାଇଁ ଅଞ୍ଚଳବାସିଙ୍କ ପ୍ରସ୍ତୁତି ବୈଠକ

ମୋଟେରକୁ ବ୍ଲକମାନ୍ୟତା ଦାବି ନେଇ ପ୍ରସ୍ତୁତି ବୈଠକ

କୋକସରା (ଚକ୍ରଧର ବେଶ୍ରା): ମୋଟେରକୁ ନୂତନ ବ୍ଲକ ମାନ୍ୟତା ନେଇ ଦାବି ଉଠିଛି। ଏ ନେଇ ରବିବାର ମୋଟେର ପୂର୍ତ୍ତ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ବ୍ଲକକୁ ବିଭାଜନ କରି ସରକାର ନୂତନ ବ୍ଲକ ଗଠନ ସମ୍ପର୍କୀୟ ଖବର ପ୍ରଚାର ହେବା ପରେ ଏବେ ଅନେକ ପଂଚାୟତ ବ୍ଲକ ମାନ୍ୟତା ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କୋକସରା ବ୍ଲକ ୨୨ ଟି ପଞ୍ଚାୟତ ଓ ୩ ଟି ଜିଲାପରିଷଦ… Continue reading ମୋଟେରକୁ ବ୍ଲକମାନ୍ୟତା ଦାବି ନେଇ ପ୍ରସ୍ତୁତି ବୈଠକ

You cannot copy content of this page