ଚିଲିକା,୨୩।୧: ଚିଲିକା ଓକିଲ ସଂଘ ପକ୍ଷରୁ ଗଙ୍ଗାଧର ପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ର ୪ର୍ଥ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ°ଘର ସଭାପତି ପ୍ରଦୀପ୍ତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ତଥା ପ୍ରାକ୍ତନ ସ°ପାଦକ ପ୍ରଦୋଷ କୁମାର ଦାସ ଙ୍କ ସ°ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାନ୍ୟବର ସଵ ଜଜ୍ ଅମରେଶ ମହାପାତ୍ର, ମୁଖ୍ୟ ବକ୍ତା ଭାବେ… Continue reading ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ର ୪ର୍ଥ ବାର୍ଷିକ ଉତ୍ସବ
ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ର ୪ର୍ଥ ବାର୍ଷିକ ଉତ୍ସବ