
ସ୍ବର୍ଗତ ଧ୍ରୁବଚରଣ ଥିଲେ ନୀତିନିଷ୍ଠ ସମାଜସେବୀ
ଭୁବନେଶ୍ୱର, 09/02/25: ଶିଶୁପାଳ ର ବରିଷ୍ଠ ସମାଜସେବୀ, ରାଜନୀତିଜ୍ଞ, ସରଳ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ଧ୍ରୁବଚରଣ ପାତ୍ରଙ୍କ ଏକାଦଶ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ବ୍ରହ୍ମହେସ୍ୱର ବିଦ୍ୟାଳୟ ବିଦ୍ୟାର୍ଥୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଯୁବ ସମାଜସେବୀ