
ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଅଧାରେ ରହିଗଲା ଜଗା ଦର୍ଶନ। ଦମ୍ପତି ୩୯

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଅଧାରେ ରହିଗଲା ଜଗା ଦର୍ଶନ। ଦମ୍ପତି ୩୯

ଗଣମାଧ୍ୟମ ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନହେଉଭୁବନେଶ୍ୱର: ଡେନିମ୍ ଆଣ୍ଡ୍ ବ୍ଲୁଜ୍ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଦିବସ ସ୍ଥାନୀୟ ମାଷ୍ଟରକ୍ୟାଂଟିନସ୍ଥିତ ବୁଲନ ଭାଇ ସେବା ଭବନ ପରିସରରେ ପ୍ରିୟାଂଶୁ ପ୍ରିୟଦେବଙ୍କ ପୌରହିତ୍ୟ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ଓ

ଭୁବନେଶ୍ୱର: ଓଡ଼ିଶା ଘରୋଇ ହୋମିଓପ୍ୟାଥିକ ଚିକିତ୍ସକ ସଂଘର ୯ମ ବାର୍ଷିକ ସମ୍ମିଳନୀ ତଥା ହୋମିଓପ୍ୟାଥିକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

ଭୁବନେଶ୍ୱର, ୨୯.୪.୨୦୨୪: ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ବେଙ୍ଗଲୀ ନୂତନ ବର୍ଷ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଏସ୍ସି ମୁଖାର୍ଜୀଙ୍କ ପୌରହିତ୍ୟରେ ଓ ଡ. ଏସ୍ ମାଲାକାରଙ୍କ ବାସଭବନ ଗୀତାଞ୍ଜଳି ହଲରେ ବେଙ୍ଗଲୀ କବିତା, ଗୀତ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪

କଟକ: ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। ଏପଟରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ

ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକଭୁବନେଶ୍ୱର: ଆରଟିଇ ରେ ୨୫% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି

ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଏଥର ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା କେତେ ଜଣ

ଭୁବନେଶ୍ୱର: ବାବା ବରୁଣେସ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ସାମନ୍ତରାପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଏହାର ଆବଶ୍ୟକ ଅଧିକ ହେଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା I ସମାଜସେବୀ ତ୍ରିଲୋଚନ ଦାଶ
You cannot copy content of this page