
ସରସ୍ଵତୀ ପୂଜା ବିସର୍ଜନ; କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର: ଦଶମ ପରୀକ୍ଷା ଦେବା ପୂର୍ବରୁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ , ଯେଉଁ କୋଚିଙ୍ଗ ସେଣ୍ଟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆଜି କୋଚିଙ୍ଗ ସେଣ୍ଟରରେ ହୋଇଥିବା ସରସ୍ଵତୀ ପୂଜା ପରେ ବିସର୍ଜନ ପାଇଁ ଚିର ନିଦ୍ରାରେ ଦୁଇ ମେଧାବୀ








