
“ଉଦ୍ୟୋଗର ବିକାଶ ଓଡ଼ିଶାର ବିକାଶ”ଶୀର୍ଷକ ଆଲୋଚନା
ଭୁବନେଶ୍ୱର : ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରହିତ୍ୟ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଉଦ୍ୟୋଗର ବିକାଶ-ଓଡ଼ିଶାର ବିକାଶ ଶୀର୍ଷକ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।








