
ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ
କୋକସରା:( ଚକ୍ରଧର ବେଶ୍ରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା, ମୋଟେର, ଏବଂ ଆମପାଣି ଏହିପରି ୩ ଗୋଟି ମଣ୍ଡଳର ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ନେଇ ରବିବାର ଡୋକରି ଚଞ୍ଚରା ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ