ରାଜ୍ୟ

ରାଜ୍ୟ

ଶକ୍ତି ଟିଭି ପ୍ରତିଷ୍ଠାତା ଙ୍କୁ ଡକ୍ଟରେଟ ଉପାଧି

କଳାହାଣ୍ଡି, ୧୯|୧(ପ୍ୟାରିଲାଲ ଦୁର୍ଗା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରର ଶକ୍ତି ଟିଭି ଚ୍ୟାନେଲ ସମ୍ପାଦକ ତଥା ପ୍ରତିଷ୍ଠାତା ଓ ସମାଜ ସେବୀ କ୍ରୀଷ୍ଣା ସେଠୀ ଙ୍କୁ ତା ୧୮/୧/୨୫ ରେ ସମ୍ମାନ ଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯାଇଥିଲା

Read More »
ରାଜ୍ୟ

ଯୁବଶକ୍ତି ୟୁଥ କ୍ଲବ ତରଫରୁ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁରୁଣ୍ଟା ପଂଚାୟତ ମିରିପୁର ଖଇରା ଗ୍ରାମରେ ଯୁବଶକ୍ତି ୟୁଥ କ୍ଲବ ତରଫରୁ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ,କ୍ଲବର ସଭାପତି ଅକ୍ଷୟ କୁମାର ବାରିକି ସମ୍ପାଦକ ପର୍ଶୁରାମ ସେଠୀଙ୍କ ତତ୍ୱାବଧାନରେ ଆୟୋଜନ

Read More »
ରାଜ୍ୟ

ନୀଳକଣ୍ଠ ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଚିଲିକା,୧୯।୧: ନୀଳକଣ୍ଠ ମଧ୍ଯ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭରତ ଚରଣ ସାହୁ ଙ୍କର(୮୦) ବର୍ଷ ବୟସରେ ବ୍ରହ୍ମପୁର ଠାରେ ପରଲୋକ ହୋଇଯାଇଅଛି।ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ।ସେ ଜଣେ ସ୍ନେହୀ,ଅମାୟିକ,ବନ୍ଧୁ ବତ୍ସଳ ଓ ଛାତ୍ର ବତ୍ସଳ

Read More »
ରାଜ୍ୟ

ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି,୧୯|୧(ପ୍ୟାରିଲାଲ ଦୁର୍ଗା ): ଦୁର୍ନୀତି ଓ ଭଷ୍ଟାଚାରମୁକ୍ତ ନୂତନ ଓଡିଶା ଗଠନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚପ୍ଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

Read More »
ରାଜ୍ୟ

ସବୁ ଜାଣି ଅଜଣା ବନ ବିଭାଗ; ଗାଁକୁ ପଶି ଆସୁଛନ୍ତି ଭାଲୁ

କଳାହାଣ୍ଡି,୧୮।୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲାକୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି | ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତିଦିନ ଚାଲି ଆସି କେତେବେଳେ ରାସ୍ତା

Read More »
ରାଜ୍ୟ

ରେଙ୍ଗସା ପାଳି ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ

କଳାହାଣ୍ଡି,୧୭/୧/(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ସ୍ଥିତ ସପ୍ତାହିକ ବଜାର ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଥିଲା, ଏହି ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରେ ମାଣ୍ଡିଆ ଚାଷ କରି ଅମଳ ଉତ୍ପାଦନ କରୁଥିବା ଚାଷୀମାନେ

Read More »
ରାଜ୍ୟ

ଧର୍ମଗଡ ଉପଖଣ୍ଡ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ର ଦୂତୀୟ ସନ୍ଧ୍ୟା

ଦେଖଣା ହାରିଙ୍କ ମନ ମୋହିଳା ବଜାଶାଳ, ଘୁମୁରା ର ବୀର ବାଦ୍ୟ କଳାହାଣ୍ଡି, ୧୭/୧(ପ୍ୟାରିଲାଲ ଦୁର୍ଗା): ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାର ମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’ । ଜିଲ୍ଲାରୁ ପ୍ରବହମାନ ଏଇ

Read More »
ରାଜ୍ୟ

କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

କଳାହାଣ୍ଡି,୧୭ା୧(ପ୍ୟାରିଲାଲ ଦୁର୍ଗା): ବର୍ତ୍ତମାନ ରାଜ୍ୟ ସରକାର ଓଡିଶାରେ ବ୍ଲକ ପୁନଃଗଠନ କରାଯିବ ବୋଲି ପକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିବା ପରେ ୧୯୯୩ ମସିହାରୁ କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁଠାର ବ୍ଲକ ସ୍ଥାପନା ପାଇଁ ଦାବୀ କରିଆସୁଥିବା ଅଞ୍ଚଳବାସୀ

Read More »
ରାଜ୍ୟ

ଦଶପୁର ବନପାଲ ଙ୍କ ଦ୍ଵାରା ମହିମା ସାଗରରେ ପକ୍ଷୀ ଗଣନା ଆରମ୍ଭ

କଳାହାଣ୍ଡି, ୧୬/୧(ପ୍ୟାରିଲାଲ ଦୁର୍ଗା): ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁୟାରୀ ମାସରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଥିଲା ବେଳେ ଚଳିତ ବର୍ଷରେ ମଧ୍ୟ ଜାନୁୟାରୀ ମାସର ଦିତୀୟ ସପ୍ତାହରୁ ଆସନ୍ତା ତା ୧୮/୧/୨୫ ପର୍ଯ୍ୟନ୍ତ ପକ୍ଷୀ ଗଣନା

Read More »
ରାଜ୍ୟ

ଆଦର୍ଶ ବିଦ୍ୟାଳୟରେ ବନ ବିଭାଗ ତରଫରୁ ପକ୍ଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

କଳାହାଣ୍ଡି,୧୬/୧(ପ୍ୟାରିଲାଲ ଦୁର୍ଗା): ଶୀତ ଋତୁ ଆସିଲେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ପକ୍ଷୀଙ୍କ ବିଷୟରେ ଅବଗତ କରାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।ଏହି ପାରିପେଖି ରେ ଆଜି କଳାହାଣ୍ଡି ଜିଲ୍ଲା ଦକ୍ଷୀଣ ବନାଞ୍ଚଳ ଅଧିନସ୍ତ କଲମପୁର ବନପାଳ

Read More »

You cannot copy content of this page