
ଦାରିଙ୍ଗବାଡିରେ ପୁଞ୍ଜି ନିବେଶକଙ୍କ ଦୁଇ ଦିନିଆ କର୍ମଶାଳା: କନ୍ଧମାଳ ଏକ ଉତ୍କୃଷ୍ଟ ସ୍ଥାନ
ଦାରିଙ୍ଗବାଡ଼ି,୨୬/୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍ଘାଟନ ହୋଇଯାଇଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ








