
ଭୁର୍ତିଗଡ ସରକାରୀ 5t ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ
କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ତିଗଡ ସରକାରୀ 5t ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବିଜେଡ଼ି ସରକାର ଶାସନ ସମୟ ରେ 2023 /24 ମସିହା ରେ ଉକ୍ତ ସ୍କୁଲର ରୂପାନ୍ତିକରଣ ପାଇଁ 5t ଯୋଜନା ରେ