
ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କଲେ ଅଜଣା ଦୁବୃର୍ତ୍ତ
ରାତି ଅଧରେ ଏମିତି କାମକଲେ ଦୁର୍ବୃତ ପଥର ପକାଇ ବନ୍ଦ କରିଦେଲେ ଯିବା ଆସିବା ବାଟ ଗୃହବନ୍ଦୀ ହେଲେ ବରିଷ୍ଠ ନାଗରିକ ହରେକୃଷ୍ଣ ମିଶ୍ର ଭୁବନେଶ୍ୱର ତା ୨୮/୦୧/୨୫: ଏମିତି ଖବର ଆସିଛି ଖୋଦ୍ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳ ନିକଟ

ରାତି ଅଧରେ ଏମିତି କାମକଲେ ଦୁର୍ବୃତ ପଥର ପକାଇ ବନ୍ଦ କରିଦେଲେ ଯିବା ଆସିବା ବାଟ ଗୃହବନ୍ଦୀ ହେଲେ ବରିଷ୍ଠ ନାଗରିକ ହରେକୃଷ୍ଣ ମିଶ୍ର ଭୁବନେଶ୍ୱର ତା ୨୮/୦୧/୨୫: ଏମିତି ଖବର ଆସିଛି ଖୋଦ୍ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳ ନିକଟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଦୁଇଦିନିଆ କନକ୍ଲେଭ୍ ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେଲା ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର: ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ

ଭୁବନେଶ୍ୱର, ୨୬.୧ : ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ସିଆରପିଏଫ୍ ଛକସ୍ଥିତ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ଜାତୀୟ ସ୍ଥାନୀୟ ସିଆରପି କାର୍ଯ୍ୟାଳୟ ଠାରେ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା

ବାଲିପାଟଣା 25/01: ବାଲିପାଟଣା ମାଟିର ମହାନ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକଙ୍କ ପ୍ରତିଭାକୁ କେହି ଭାଷାରେ ବର୍ଣନା କରିବା ଅସମ୍ଭବ। ଓଡ଼ିଶା ଇତିହାସରେ ତାଙ୍କର ପ୍ରତିଭା ସ୍ବର୍ଣ୍ଣାକ୍ଷରରେ ରହିଛି ଓ ରହିବ।ତାଙ୍କୁ ନେଇ କେବଳ ବାଲିପାଟଣା ନୁହେଁ ସାରା ଓଡିଶା ଗର୍ବିତ।

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବୀର ସୁରେନ୍ଦ୍ର ସାଏ ପରିଷଦ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନେଜାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜୟନ୍ତୀ ସ୍ଥାନୀୟ ପ୍ରତମୂର୍ତ୍ତିସ୍ଥଳଠାରେ ମାଲ୍ୟାର୍ପଣ ସହ

କଟକ: ସୁଭାଷ, ସାବରକର ଦେଶକୁ ମୁକ୍ତ କରିଥିଲେ – ଗାନ୍ଧୀ ନୁହେଁ’ ଲେଖକ ଇଞ୍ଜିନିୟର ଶ୍ୟାମସୁନ୍ଦର ପୋଦ୍ଦାର, ଏହି ପୁସ୍ତକ ମୁଖ୍ୟଅତିଥି ସାତ୍ୟକି ଅଶୋକ ସାବରକର ଭୀର ସାବରକରଙ୍କ ନାତି ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା ମୁଖ୍ୟ ଅତିଥି ସାତ୍ୟକି ଅଶୋକ

ଭୁବେନଶ୍ୱର : ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ର ଊନବିଂଶ ସ୍ୱନକ୍ଷତ୍ର ଉତ୍ସବ ଓ ସାମ୍ପ୍ରତିକ ଭାରତର ପରିସ୍ଥିତି ଓ ହିନ୍ଦୁରାଷ୍ଟ୍ର ସହିତ ଗଣତନ୍ତ୍ରର ଭୂମିକା ଶୀଷର୍କ ଅୋଲାଚନାଚକ୍ର ସ୍ଥାନୀୟ ଲୋହିଆ ଏକୋଡ଼ମୀ ପରିସରେର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମାଜେସବୀ

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ବିଡିଏ ପକ୍ଷରୁ ବୁଲଡୋଜର୍ ଚଢ଼ାଇ ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ବୈକୁଣ୍ଠଧାମ ଆଶ୍ରମକୁ ଭଙ୍ଗାଯାଇଛି। ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବେଆଇନ୍ ନିର୍ମାଣ ହେତୁ ଏହାକୁ ଭଙ୍ଗାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି। ଶୁକ୍ରବାର
You cannot copy content of this page