ମୁଖ୍ୟ ଖବର

ମହାନଗର

ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ

Read More »
ମୁଖ୍ୟ ଖବର

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପହଞ୍ଚିଛି। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୁଲିସ ପାଇଁ ତିନୋଟି ଲେଖାଏଁ

Read More »
ମହାନଗର

‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ

Read More »
ମୁଖ୍ୟ ଖବର

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସମ୍ଭାବନା; ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢ଼ିଛି। ରାଜ୍ୟର ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା

Read More »
ମହାନଗର

ବିଜେପିର ପ୍ରାର୍ଥୀ ତାଲିକା ଜାରି

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି: – ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ, ପାଟଣା- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା, ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା,

Read More »
ମୁଖ୍ୟ ଖବର

ରାଜ୍ୟକୁ ପୁଣି ଫେରିଲା ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଯାଇଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ଚାନ୍ଦବାଲିରେ

Read More »
ମୁଖ୍ୟ ଖବର

+୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

+୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରୁ ଫର୍ମ ପୂରଣ ପ୍ରକ୍ରିୟାକୁ ବାଦ୍ ଦିଆଯିବ । ଏନେଇ +୨ ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୂଚନା

Read More »
ବିଶେଷ

ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ରହିବ I ଏଥିପାଇଁ ରାତି ପରି ହେବାର ଭ୍ରମ ସୃଷ୍ଟି ହେବା ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ

Read More »
ମୁଖ୍ୟ ଖବର

ଅଂଶୁଘାତ ଆଶଙ୍କା, ଆମେ ପ୍ରସ୍ତୁତ କହିଲେ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ

Read More »
ମୁଖ୍ୟ ଖବର

ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆଜି ପ୍ରକାଶ ପାଇଛି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ବିଜ୍ଞପ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି

Read More »

You cannot copy content of this page