
ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ
ଚିଲିକା,୧୫/୧: ଧର୍ମ ଓ ସଂସ୍କୃତିର ରକ୍ଷକ ଉତ୍କଳୀୟ ପାଲାର ପ୍ରମୁଖ ସଂଗଠନ “ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ”ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୪୭ତମ ବାର୍ଷିକ ସମ୍ମିଳନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ








