ରାଜ୍ୟ

ରାଜ୍ୟ

ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ

ବାଲିଅନ୍ତା: ନୀଳକଣ୍ଠେଶ୍ଵର ବରିଷ୍ଠ ନାଗରୀକ ମଞ୍ଚର ୧0 ବର୍ଷ ପୂର୍ତ୍ତି ପାଳନ ପୁରୁଣା ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ରୁଚିକା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀ, ସମ୍ପାଦକ ରାମଶଙ୍କର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Read More »
ରାଜ୍ୟ

ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା

ବାଲିଅନ୍ତା,୧୨|୧: ଅରବିନ୍ଦ ୟୁଥ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା

Read More »
ରାଜ୍ୟ

ଦୁଇଗୋଟି ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

ବାଲିଅନ୍ତା,୧୨।୧: ବାଲିଅନ୍ତା ବ୍ଳକ ଅଧିନ ବଇଁଚୁଆ ଓ ବାଲିଅନ୍ତା ପଞ୍ଚାୟତରେ ଚଳିତବର୍ଷର ଧାନମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପ୍ରଥମେ ବଇଁଚୁଆ ପଞ୍ଚାୟତ ଅତିଥି ଭାବେ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ ରଶ୍ମିତା ସାହୁ, ରାଜସ୍ଵ ନୀରକ୍ଷକ ଦୁଃଖୀଶ୍ୟାମ ସ୍ଵାଇଁ, ସେବା

Read More »
ରାଜ୍ୟ

ଧର୍ମଗଡ ଉପଖଣ୍ଡସ୍ତରୀୟ କଳାହାଣ୍ଡି ମହୋତ୍ସବ “ଘୁମୁରା”୨0୨୫ ପାଇଁ ସଜେଇ ହେଉଛି ମା’ ଭଣ୍ଡାର ଘରଣୀ ମଞ୍ଚ

କଳାହାଣ୍ଡି,୧୩।୧ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆସନ୍ତା ଜାନୁଆରୀ ୧୫ ରୁ ୧୭ ପର୍ଯ୍ୟନ୍ତ ମା’ଭଣ୍ଡାରଘରଣୀଙ୍କ ମାଟିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ହେବାକୁଥୁବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଉପ

Read More »
ରାଜ୍ୟ

ପ୍ରତାପଶାସନ ସମବାୟ ସମିତି ପକ୍ଷରୁ ଧାନମଣ୍ଡିର ଶୁଭାରମ୍ଭ

ବାଲିଅନ୍ତା,୧୧|୧: ପ୍ରତାପଶାସନ ସେବା ସମବାୟ ସମିତି ପକ୍ଷରୁ ଆଜି ଚଳିତ ଖରିଫ ଋତୁ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି l ସମବାୟ ସମ୍ପାଦକ ମୋନିକା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ନଳିନୀକାନ୍ତ ମହାପାତ୍ର, ଉପସଭାପତି ରଶ୍ମିତା ମଞ୍ଜରୀ ରାୟ,

Read More »
ରାଜ୍ୟ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ୨୦୨୫ ଉଦଘାଟିତ

ଧର୍ମଗଡ଼, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଶିବାଜି ଷ୍ଟାଡିୟମରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ରସିଂ ଦେଓ

Read More »
ରାଜ୍ୟ

କଳାହାଣ୍ଡି ପରିବହନ ବିଭାଗ ଦ୍ୱାରା ୪ ଲକ୍ଷ ୧୫ ହଜାର ଟଙ୍କା ରାଜସ୍ୱ ଆଦାୟ |

କଳାହାଣ୍ଡି,୧୧|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାନୁୟାରୀ ୧ରୁ ୩୧ ତାରିଖ ଯାଏଁ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏପରିସ୍ଥଳେ କଳାହାଣ୍ଡି ଜିଲାରେ ସଡ଼କ ସୁରକ୍ଷା ମାସର ଦ୍ୱତୀୟ ସପ୍ତାହରେ ଧର୍ମଗଡ ଅଞ୍ଚଳ ରୁ ୪ ଲକ୍ଷ ୧୫ ହଜାର ଟଙ୍କା

Read More »
ରାଜ୍ୟ

ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ଧର୍ମଗଡ,୧୧/୦୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):        କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଧିନସ୍ତ ଡୁମେରଗୁଡ଼ା ଗ୍ରାମପଞ୍ଚାୟତ ଡୁମେରଗୁଡ଼ା କନ୍ଦାମାଲ ପଡିଆ ଠାରେ ସାପ୍ତାହିକ ବଜାର ର ଶୁଭ ଉଦ୍ ଘାଟନୀ ଉତ୍ସବ ପାଳିତ ହୋଇ ଯାଇଅଛି। ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ

Read More »
ରାଜ୍ୟ

ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଖୋର୍ଦ୍ଧା, 10/01/25: ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବେଗୁନିଆ ବ୍ଲକ ପୋଡାଡିହ ଠାରେ ଅସହାୟ, ଗରିବ ବ୍ୟକ୍ତିବିଶେଷଙ୍କୁ ମହିମା ସାଧୁ ଜୟରାମ ଦାସ ବାବାଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତି ଙ୍କ ପରିଚାଳନା ଓ ସଂଯୋଜନା ସହିତ

Read More »
ରାଜ୍ୟ

ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଧର୍ମଗଡ ବିଧାୟକଙ୍କୁ ଦାବିପତ୍ର

ଧର୍ମଗଡ଼, ୧୦/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଓଡିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଦିନ ତଳେ ତାଙ୍କ ସରକାର ବ୍ଲକ ପୁନର୍ଗଠନ ପାଇଁ ଚିନ୍ତା କରୁଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ କରିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଲୋକଙ୍କ ଭିତରେ

Read More »

You cannot copy content of this page