
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ନିମନ୍ତେ ପ୍ରସ୍ତୁତି ବୈଠକ
କଳାହାଣ୍ଡି, ୨୬|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-କଳାହାଣ୍ଡି ଉତ୍ସବ ନିମନ୍ତେ ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଏହି ସଂପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶ୍ରୀଧର ପଣ୍ଡା,








