ରାଜ୍ୟ

ରାଜ୍ୟ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଳାହାଣ୍ଡି, ୨୪/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ସହର ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଜଣକ ଏମ, ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗାଁର ହର୍ଷ

Read More »
ରାଜ୍ୟ

ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ, ରାତ୍ର ଶେଷ ପ୍ରହରରେ ଉଠିବ ମହାଦୀପ

ଚିଲିକା,୨୪।୨: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ । ଭାରତ ବର୍ଷର ପ୍ରଖ୍ୟାତ ଐତିହାସିକ ପ୍ରଫେସର ପାଣ୍ଡୁରଙ୍ଗା ବାମନ କାନିଙ୍କ

Read More »
ରାଜ୍ୟ

ବାଲିଅନ୍ତା ସମିତି ବୈଠକରେ ସାମ୍ବାଦିକମାନଙ୍କୁ ବାରଣ ପରେ , ଧାରଣାରେ ବସିଲେ ଗଣମାଧ୍ୟମ ପ୍ରତିନିଧି

ବାଲିଅନ୍ତା: ସାମ୍ବାଦିକ ସମାଜ ପାଇଁ ଜାଗ୍ରତ ପ୍ରହରୀ, ଶୃଙ୍ଖଳିତ ସମାଜ ପାଇଁ ସାମ୍ବାଦିକ ମାନଙ୍କ ଯେତିକି ଦାୟିତ୍ଵବୋଧ ଅଛି ପ୍ରଶାସନ ମଧ୍ୟ ଗଣମାଧ୍ଯମକୁ ସହଯୋଗ କରିବା ସେତେ ଗୁରୁତ୍ୱପୁର୍ଣ୍ଣ । କିନ୍ତୁ ଧୀରେ ଧୀରେ କ୍ଷମତା ର ଗର୍ବ ରେ ଅନ୍ଧ

Read More »
ରାଜ୍ୟ

ଧର୍ମଗଡ଼ ଠାରେ ଯୁବ ମହୋତ୍ସବ -୨୦୨୫

ଭବାନୀପାଟଣା, ୨୪/୦୨, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଓ ଚାଇଲ୍ଡ ଫଣ୍ଡ ଙ୍କ ମିଳିତ ସହଯୋଗରେ ଯୁବ ମହୋତ୍ସବ-୨୦୨୫ ତାରିଖ ୨୪-୦୨-୨୦୨୫ ଦିନ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ

Read More »
ରାଜ୍ୟ

ବଙ୍ଗଡ଼ଦୁଆ ଘାଟି ରେ ମାଲବାହୀ ଟ୍ରକ ଦୁର୍ଘଟଣା

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ ବିପଦ।ଦାରିଙ୍ଗବାଡି, ୨୩/୨: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବଙ୍ଗଡଦୁଆ ଘାଟିରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ

Read More »
ରାଜ୍ୟ

ସରକାରୀ ଅର୍ଥ ହଡପ କରି ସରପଞ୍ଚଙ୍କ ୨ ଜଣ ପୁଅ ଗିରଫ

ଭବାନୀପାଟଣାରେ ଭିଜିଲାନ୍ସ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି, ୨୩/୦୨ (ଜଗନ୍ନାଥ ନାଏକ) : ସରକାରୀ ଟଙ୍କା ଆତ୍ମସାତ ମାମାଳରେ ୨ ଜଣ ଗିରଫ ଉଭୟ ନୂଆପଡା ଜିଲ୍ଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ ଉଦ୍ୟାନବନ୍ଧ ର ସତ୍ୟବ୍ରତ ବରାଳ ଓ ତାଙ୍କ

Read More »
ରାଜ୍ୟ

ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି ଗଠନ

ବାଲିଅନ୍ତା: ଉମାଦେଇବ୍ରହ୍ମପୁର ପଂଚାୟତର ଯଶୁଆପୁର ଗ୍ରାମର ପାରିପାର୍ଶିକ ଉନ୍ନତିକରଣ ବିକାଶତ ପଥେ । ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ପରିବେଶ ସୁସ୍ଥ ସମାଜ ଗଠନ ଦିଗରେ ଯଶୁଆପୂର ଗ୍ରାମ ଓଡ଼ିଶାର ଗୋଟିଏ ଆଦର୍ଶ ଗ୍ରାମର ମାନ୍ୟତା ପଥରେ । ରବିବାର

Read More »
ରାଜ୍ୟ

କାହା ସ୍ବାର୍ଥ ପାଇଁ ଫିରିଙ୍ଗିଆ ବଜାର ଗୋଷ୍ଠି ଶୌଚାଳୟ

ଫିରିଙ୍ଗିଆ,୨୩l୨: କାର୍ଯ୍ୟରେ ଲାଗିପାରୁନି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବଜାର ଗୋଷ୍ଠି ଶୌଚାଳୟ। ଯାହାଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ

Read More »
ରାଜ୍ୟ

ତୁର୍କୀ ଗାଁରେ ମୁଣ୍ଡରେ ମଣିଷ ଖିଆ ହାତୀ

ରାତିରେ ନିଆଁ ଜଳାଇ ଜଗୁଛନ୍ତି ଲୋକେ, ବନବିଭାଗ ର ଦେଖା ନାହିଁ କଳାହାଣ୍ଡି,୨୩|୨ (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ଜଙ୍ଗଲୀ ହାତୀ ଉପଦ୍ରବ ଲାଗିରହୁଛି। ଜଙ୍ଗଳୀ ହାତୀପଲ ଗାଁମୁହାଁ ହୋଇଥିବାରୁ ବ୍ୟାପକ

Read More »
ରାଜ୍ୟ

ବେକାର ଯୁବକ, ଯୁବତୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

କଳାହାଣ୍ଡି, ୨୩|୨: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡି.ଆଇ.ଇ.ଟି ଅଫିସ ପାଖରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଦୁଇ ହଜାରରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ନେଇ ଆଜି ବେକାରୀ ସମସ୍ୟା ଦୂର କରିବା ପାଇଁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ

Read More »

You cannot copy content of this page