
ପୂର୍ବତନ ଚେୟାରମ୍ୟାନଙ୍କ ଦାଦାଗିରି: ଛାତ୍ରଛାତ୍ରୀ ସୁରକ୍ଷା ଦାବିରେ ସ୍କୁଲ୍ରେ ତାଲା ପକାଇଲେ ମହିଳା ଅଭିଭାବକ
ଭୂବନ: ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୌରତ୍ମ୍ୟା ମଚାଇଥିବା ପୂର୍ବତନ ଚେୟାରମ୍ୟାନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ମହିଳା ଅଭିଭାବକମାନେ ସ୍କୁଲ୍ରେ ତାଲା ପକାଇ ସ୍କୁଲ୍ ସମ୍ମୁଖରେ








