
ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ
କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା):-୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଏହି ଅବସରରେ ଯୁବା ମଞ୍ଚ ର କର୍ମକର୍ତ୍ତା








