
ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ
ବାଳକାଟି,୨୮|୧୨: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜଗେଶ୍ଵରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ ହୋଇଯାଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସମାଜସେବୀ ପବିତ୍ର ବେହେରା, ଯୁବ








