
ପୁଲୱାମା ଶହୀଦଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 14/02: ଜାମୁକାଶ୍ମୀର ର ପୁଲୱାମା ଠାରେ ଛବର୍ଷ ପୂର୍ବେ 2019 ମସିହା ରେ ଆତଙ୍କବାଦୀ ଆକ୍ରମଣରେ 40ଜଣ ବୀର ଯବାନ ଶହୀଦ ହେଇଥିଲେ l ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ, ମହିମା ସେବା ଫାଉଣ୍ଡେସନ ଓ ସବୁଜଭାରତ ସଂଗଠନର ମିଳିତ








