
ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ପ୍ରମୋଦ କୁମାର ସାମନ୍ତରସିଂହାର ପାଇଛନ୍ତି ବାସ୍ତୁ ବିଜ୍ଞାନରେ ଡକ୍ଟରେନ୍ ସମ୍ମାନ । ଏହି ସମ୍ମାନ ସେ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ବାସ୍ତୁ ଏକାଡେମି ଦ୍ୱାରା ଓରିଏଂଟାଲ୍ ହେରିଟେଜ୍ ବିଶ୍ୱବିଦ୍ୟାଳୟ, ୱେଷ୍ଟ ବେଙ୍ଗାଲ୍ ରୁ ବାସ୍ତୁ ସାଇନ୍ସରେ ଏହି ଡକ୍ଟରେଟ








