
ଶିଭମ୍ ଶିକ୍ଷାନୁଷ୍ଠାନରେ ମା’ ସରସ୍ୱତୀଙ୍କ ପୂଜା ପାଳିତ
ଭୁବନେଶ୍ୱର; ଚିନ୍ତାମଣିଶ୍ୱର ଠାରେ ଥିବା ଅଗ୍ରଣୀ କମ୍ପୁ ୍ୟଟର ଶିକ୍ଷାକେନ୍ଦ୍ର ଶିଭମ୍ ପରିସର ମଧ୍ୟରେ ବିଦ୍ୟାର୍ଥୀମାନଙ୍କ ମା’ ବାଗ୍ ଦେବୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଶିକ୍ଷାନୁଷ୍ଠାନର ନିଦେ୍ର୍ଦଶକ ମଦନ ମୋହନ ପାଢ଼ୀ ଏବଂ ଅଧ୍ୟକ୍ଷା ଶଶିରେଖା ସାହୁ




