
ଧଉଳି ଲାଇଟ ଆଣ୍ଡ ଶୋ ଦେଖି ବିମୋହିତ ପ୍ରବାସୀ ଭାରତୀୟ
ବାଲିଅନ୍ତା,୧0|୧: ବିଶ୍ୱପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ମଧ୍ୟ ୮୫ ରୁ ଅଧିକ ପ୍ରବାସୀ ଭାରତୀୟ ମାନେ ଆସିଥିଲେ l ସେଠାରେ ମଧ୍ୟ ସ୍ଥାନୀୟ ପୁଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ସେମାନେ ସ୍ତୁପ ଉପରେ








