
କଳାହାଣ୍ଡିର ଗୋଲାମୁଣ୍ଡା ଚାଷୀ ସଂଘକୁ ପ୍ରଶଂସା କଲେ ମୋଦୀ
ଗୋଲାମୁଣ୍ଡା: ଚାଷ କରି କ୍ୟାରିୟର କୁ ସଜାଡ଼ି ପାରିଛନ୍ତି ଓଡ଼ିଶା ର ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ। ଏଠି ଦେଖିବାକୁ ମିଳିଚି ସବୁଜ ବିପ୍ଳବ। ତେବେ ଚାଷୀ ଆଜି ଚାଷ କାର୍ଯ୍ୟ ଛାଡ଼ି ଦାଦନ ଖଟିବାକୁ ବିଦେଶମୁହାଁ







