ସୋମଶ୍ରୀଙ୍କ ଆତ୍ମଦାହ ଘଟଣା: ଦାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଫକୀର ମୋହନ କଲେଜ କ୍ୟାମ୍ପସରେ କଲେଜ ଛାତ୍ରୀ ସୋମଶ୍ରୀ ବିଶ୍ୱାଳଙ୍କ ଆତ୍ମଦାହ ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଦୁର୍ଭାଗ୍ୟ ଜନକ ଓ଼ ଲଜ୍ଜ୍ୟା ଜନକ ଘଟଣା l ଏଥିରେ ଦୃଢ଼, ତ୍ୱରିତ, ତୁରନ୍ତ ଓ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି l । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ ଏଚ୍ଓଡି ସମୀରା କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ମାମଲାକୁ ଠିକ୍ ଭାବରେ ପଦକ୍ଷେପ ନନେବା ପାଇଁ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି।ଉଚ୍ଚଶିକ୍ଷା… Continue reading ସୋମଶ୍ରୀଙ୍କ ଆତ୍ମଦାହ ଘଟଣା: ଦାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ : ଓଡିଶା ଅଭିଭାବକ ମହାସଂଘ

ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେନ୍ଦ୍ରସରକାରଙ୍କ ଅଧିନରରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ ଉତ୍ପାଦିତ ଗୋଳାବାରୁଦ ବିକ୍ରିର ମୂଲ୍ୟ ମାତ୍ର ୩ ବର୍ଷରେ ଦ୍ୱିଗୁଣିତ ହୋଇସାରିଛି । ଏହା ୨୦୨୧- ୨୨ ବର୍ଷରେ ୪୪୩ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୯୦ କୋଟି ଟଙ୍କାରେ ପହଞ୍ଚି ପାରିଛି । ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ବୃହତ ରପ୍ତାନୀ ଅର୍ଡର ମଧ୍ୟ ପାଇଛି । ନିଗମର ଅନ୍ୟ କାରଖାନାମାନଙ୍କ ତୁଳନାରେ ଏହା ଏକ ଅଗ୍ରଣୀ… Continue reading ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ସାମ୍ବାଦିକ ସମ୍ମିଳନୀ

You cannot copy content of this page