ବେତନଟୀ: ବେତନଟୀ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ବେତନଟୀ ପ୍ରିମିୟର ଲିଗ ସିଜିନ -୧୧ ର ଷଷ୍ଠ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଟି ବାହାନଡା ଟାଇଗର ଓ ୧୧ ଷ୍ଟାର ମୋରଡା ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଦାନି -୧୧ ଚିତ୍ରଡା ଓ ମା ଦୁର୍ଗା ଫାଇଟର ମଧ୍ୟରେ ହୋଇଥିଲା | ପ୍ରଥମ ମ୍ୟାଚରେ ୧୧ ଷ୍ଟାର ମୋରଡା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ… Continue reading ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ
ବେତନଟୀ ପ୍ରିମିୟର ଲିଗ୍ ଷଷ୍ଠ ଦିନ ରେ : ୧୧ ଷ୍ଟାର ମୋରଡା ଓ ମା ଦୁର୍ଗା ଫାଇଟର ବିଜୟ
