ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ଭୁବନେଶ୍ବର: ଭାରତ ବଳକା ଖାଦ୍ୟଶସ୍ୟ ଦେଶ ଭାବେ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି। ଏହା ସତ୍ତ୍ବେ ଭାରତ ଦୁର୍ଭାଗ୍ୟର ଦେଶ ବୋଲି କୁହାଯାଉଛି। ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ବଣ୍ଟାଯାଉଛି। ତଥାପି ପୁଷ୍ଟିହୀନତାରେ ଶ୍ରୀଲଙ୍କାଠାରୁ ଖରାପ ସ୍ଥିତିରେ ଭାରତ। ଏପର୍ଯ୍ୟନ୍ତ ନାଗରିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଚାଷ ଓ ଚାଷୀର ଗୁରୁତ୍ବକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଚାଷୀଙ୍କ ଫସଲର ଉପଯୁକ୍ତ ଦାମ୍ ମିଳୁନି। ଭାଗଚାଷୀଙ୍କୁ ସହାୟତା ମିଳୁନି କିମ୍ବା ଚାଷ ଜମିକୁ… Continue reading ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ସ୍ମୃତିସଭା

ସାରଥି ବାବାଙ୍କୁ ନେଇ ପୁଣି ନୂଆ ବିବାଦ

ଭୁବନେଶ୍ବର: ପୁଣିଥରେ ସାମ୍ନାକୁ ଆସିଛି ସାରଥି ବାବାଙ୍କୁ ନେଇ ନୂଆ ବିବାଦ। ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ ଭୁବନେଶ୍ବରରେ ତାଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଭୁବନେଶ୍ବର ଓ ଜୟପୁରରେ ସାରଥିଙ୍କ ଅନୁଗାମୀ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ଭୁବନେଶ୍ବର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ କରାଯାଇଥିବା ବେଳେ ଏଥିରେ ସାରଥିଙ୍କ ଅନୁଗାମୀ ଯୋଗ ଦେଇ ସାରଥିଙ୍କର ନାମ ଜପୁଥିବା ମଧ୍ୟ ଦେଖାଯାଇଥିଲା।କୋରାପୁଟର ଜୟପୁର ନିକଟ ଫାମ୍ପୁଣିରେ ମଧ୍ୟ ଭଜନ, କୀର୍ତ୍ତନ କରିଛନ୍ତି ଅନୁଗାମୀ ।… Continue reading ସାରଥି ବାବାଙ୍କୁ ନେଇ ପୁଣି ନୂଆ ବିବାଦ

ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେଲା ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର: ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ , ଅନେକ ସପିଂ ମଲ, ଏକାମ୍ର ହାଟ, ପୁରୀ ଜିଲ୍ଲାର ନାଗାମଠ ଗ୍ରାମରେ ଗ୍ରାମ୍ୟ ଚାଲିଚଳନ ଅନୁଭବ କରି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଭ୍ରମଣ କରିଥିଲେ ଏବଂ ଏଥିସହ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର… Continue reading ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଏକାମ୍ର ବାଲିଯାତ୍ରା: ସାନ୍ଧ୍ୟରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ରଙ୍କ କ୍ରେଜ୍

Baliyatra in Bhubaneswar

ଏକାମ୍ର ବାଲିଯାତ୍ରା ୭ମ ଶୀତୁଆ ସନ୍ଧ୍ୟIରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ର ଙ୍କ କ୍ରେଜ୍ ଦେଖିବକୁ ମିଳିଥିଲା। ବାଙ୍କୁଆଳ ନଦୀ ପଠାରେ ଗଲା 15 ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଆସୁଥିବା ଏକାମ୍ର ବାଲିଯାତ୍ରା ୭ମ ଶୀତୁଆ ସାନ୍ଧ୍ୟକୁ କୁନି କୁନି ପିଲାମାନଙ୍କ ଦ୍ଵାରା ପାଇକ ବିଦ୍ରୋହ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା ଦର୍ଶକ ବିମୋହିତ। କାହାଣୀ ଓ ଚିତ୍ରନାଟ୍ୟ ଗୁରୁ ଯୋଗେନ୍ଦ୍ର ସେଠୀଙ୍କ ଦ୍ଵାରା ଏହି ନୃତ୍ୟକୁ ଚଢେଇବର ପ୍ରାଥମିକ ବିଦ୍ୟାଳୟ କୁନି ଛାତ୍ରମାନେ ପରିବେଷଣ… Continue reading ଏକାମ୍ର ବାଲିଯାତ୍ରା: ସାନ୍ଧ୍ୟରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ରଙ୍କ କ୍ରେଜ୍

ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଅଧାରେ ରହିଗଲା ଜଗା ଦର୍ଶନ। ଦମ୍ପତି ୩୯ ତମ ବିବାହ ବାର୍ଷିକୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ମନସ୍ଥ କରି ମଙ୍ଗଳବାର ରାତିରେ ଉଲୁଣ୍ଡାରୁ ବସଯୋଗେ ପୁରୀ ଆସୁଥିଲେ। ସକାଳୁ ଭୁବନେଶ୍ୱର ପଳାଶୁଣୀ ଛକରେ ଓହ୍ଲାଇ ପୁରୀ ବସକୁ ଅପେକ୍ଷା କରିଥିଲେ।… Continue reading ଅଧାରେ ରହିଗଲା ଜଗନ୍ନାଥଙ୍କ ଦର୍ଶନ

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ଦ୍ଵାରା ଅଂଶୁଘାତ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ସେହି ସମ୍ପର୍କେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | CHO, ANM ଆଶା, ଅଙ୍ଗନବାଡି କର୍ମୀ,ସୁପରଭାଇଜର ଉପସ୍ଥିତ ଥିଲେ ଅଂଶୁଘାତ ବିଷୟରେ ସମ୍ପୂର୍ଣ ଆଲୋଚନା କରାଗଲା ଓ ସବୁ GPS center ରେ ORS ଓ ମାଟି ହାଣ୍ଡି ରେ କ୍ଲୋରିନ ମିଶେଇ ବାଟୋଇ ଙ୍କୁ ଦିଆଯିବ | ଅଂଶୁଘାତ ରୋଗୀ ଦେଖିଲେ… Continue reading ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାପମାତ୍ରା ବୃଦ୍ଧି… Continue reading ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

You cannot copy content of this page