ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନ: ସୋମବାର ଦିନ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ କଲରଙ୍ଗୀଅତାସ୍ଥିତ ତାରିଣୀ ମାର୍କେଟ୍ରେ । ଗତକାଲି ସନ୍ଧ୍ୟାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ଯୋଗୁ ଏହି ଅଂଚଳରେ ବହୁ ଗଛ ଭାଙ୍ଗିଯିବା ସହ ବହୁ କ୍ଷୟକ୍ଷତି କରିଛି । ଦୋକାନ ବଜାର ଓ ଘରର ଟିଣ ଆଜବେଷ୍ଟ୍ ମଧ୍ୟ ଉଡାଇନେଇଥିବା ଦେଖିବାକୁ ମିଳିଛି । ଏହି କାଳବୈଶାଖୀରେ ବହୁ ଗଛ ମଧ୍ୟ ଭାଙ୍ଗିଯାଇଛି । କଲରଙ୍ଗୀ ଅତା ତାରିଣୀ ମାର୍କେଟରେ… Continue reading ତାଣ୍ଡବ ରଚିଲା କାଳବୈଶାଖୀ

ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାପମାତ୍ରା ବୃଦ୍ଧି… Continue reading ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡ

You cannot copy content of this page