କଳାହାଣ୍ଡି: ବିଜୁବାବୁ ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ୧୯୯୦ ମସିହାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସାଧାରଣରେ ଗୋଟିଏ ଧାରଣା ଅଛି ଯେ, ତାଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। କିନ୍ତୁ ପ୍ରକୃତରେ କଥା ସେୟା ନୁହେଁ। ବରଂ ସେ ଅଧିକାଂଶ ସମୟରେ ନିର୍ବାଚନ ଜିତିଥିଲେ। ନିଜର ଦୀର୍ଘ ରାଜନୈତିକ ଜୀବନକାଳ (୧୯୪୬-୧୯୯୭) ମଧ୍ୟରେ କେବଳ ଚାରି ବର୍ଷ (୧୯୬୭-୭୧)କୁ ଛାଡିଦେଲେ ଅନ୍ୟ ସବୁବେଳେ ସେ ବିଧାନସଭା କିମ୍ବା ସଂସଦକୁ ନିର୍ବାଚିତ ହୋଇଛନ୍ତି। ସ୍ବାଧୀନତା… Continue reading ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି
ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି
