ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଭବ୍ୟ ସ୍ଵାଗତ

Golamunda Block Chairperson Vinta Mahananda receives a grand welcome from thousands of supporters

ଧର୍ମଗଡ଼, ୨୪:୧୨, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ  ବିନ୍ଦୁ ମହାନନ୍ଦ ଗତ ଡ଼ିସେମ୍ବର ୨୨ ତାରିଖରେ ଓଡ଼ିଶା ରାଜ୍ୟସ୍ତରୀୟ ଓ. ୟୁ. ଜେ ର ୫୩ତମପ୍ରତିଷ୍ଠାଉତ୍ସବରେ ସାମ୍ବାଦିକତା ,ସମାଜସେବା, ସାଂଗଠାନିକ ଓ ଦକ୍ଷତା ପାଇଁ ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଭାରତ ସରକାରଙ୍କର ମାନ୍ୟବର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ମାନ୍ୟବର ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ  ପୃଥିରାଜ ହରିଚନ୍ଦନଙ୍କ… Continue reading ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଭବ୍ୟ ସ୍ଵାଗତ

You cannot copy content of this page