ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ – ୨ର ଦଶମ ଓ ଦ୍ବାଦଶ ଶ୍ରେଣୀର ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ୯୦% ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀତ୍ଵ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମହୋଦୟଙ୍କର ପ୍ରେରଣାମୂଳକ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ଜୀବନର… Continue reading ବିଜେଇଏମ୍ ସ୍କୁଲ-୨ର ଦଶମ ଓ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

ଭୁବନେଶ୍ୱର: ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଏକ 20 ଜଣିଆ ପ୍ରତିନିଧି ଦଳ ବଡ଼ଗଡ ଥାନା ରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ସ୍କୁଲ ଫି ବୃଦ୍ଧି କୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଅଭିଭାବକ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି ।ଗତ 6ତାରିଖ ଦିନ ସ୍କୁଲ ପକ୍ଷରୁ ଏକ ପ୍ରେସ ବୈଠକ ଡକା ଯାଇଥିଲା । ଅଭିଭାବକ ସଂଘ ଜାଣିବା… Continue reading ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

You cannot copy content of this page