ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ରାଉରକେଲା: ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅଧିନସ୍ତ ରାଉରକେଲା ଇସ୍ପାତ କାରଖାନାକୁ ଲିଜ୍‌ ଦିଆଯାଇଥିବା ଅବ୍ୟବହୃତ ସରକାରୀ ଜମିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ଓ ରାଉରକେଲା ବିମାନବନ୍ଦର ବିକାଶରେ ବାଧା ଦୂର କରିବା ଉପରେ ଗୁରୁତ୍ବI ରାଉରକେଲାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ଆରଏସପି କୁ ପୂର୍ବରୁ ଲିଜ୍‌ ଦିଆଯାଇଥିବା ସରକାରୀ ଜମିର ଅବ୍ୟବହାର ଓ ଜବରଦଖଲକାରୀ ଙ୍କ ଦ୍ଵାରା ଅବୈଧ… Continue reading ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାନସଭା ପାଇଁ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି I ବିଧାନସଭାରେ ହେବାକୁ ଥିବା ନିର୍ବାଚନରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମାତ୍ର ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି । ସୁରକ୍ଷା… Continue reading ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍‌ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍‌। ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ… Continue reading ‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା… Continue reading ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା।ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା। ପଦ୍ମପୁରରୁ ଗୋବର୍ଦ୍ଧନ ଭୋଇ। ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର-ସନତ ଗର୍ତ୍ତିଆ, ଦିଗପହଣ୍ଡିରୁ ଲଢ଼ିବେ ସିଦ୍ଧାନ୍ତ ମହାପାତ୍ର, ବରଗଡ-ଅଶ୍ୱିନୀ ଷଡଙ୍ଗୀ, ଅତାବିରା-ନିହାର ମହାନନ୍ଦ, ଭଟଲୀ-ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଚାନ୍ଦବାଲି- ମନମୋହନ ସାମଲ, ବ୍ରହ୍ମଗିରି- ଉପାସନା ମହାପାତ୍ର,… Continue reading ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ବାଳକାଟୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ଠାରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ଦ୍ଵାରା ଅଂଶୁଘାତ ନହେବା ପାଇଁ କିପରି ସତର୍କତା ଅବଲମ୍ବନ କରିବା ସେହି ସମ୍ପର୍କେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | CHO, ANM ଆଶା, ଅଙ୍ଗନବାଡି କର୍ମୀ,ସୁପରଭାଇଜର ଉପସ୍ଥିତ ଥିଲେ ଅଂଶୁଘାତ ବିଷୟରେ ସମ୍ପୂର୍ଣ ଆଲୋଚନା କରାଗଲା ଓ ସବୁ GPS center ରେ ORS ଓ ମାଟି ହାଣ୍ଡି ରେ କ୍ଲୋରିନ ମିଶେଇ ବାଟୋଇ ଙ୍କୁ ଦିଆଯିବ | ଅଂଶୁଘାତ ରୋଗୀ ଦେଖିଲେ… Continue reading ଡ଼କ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ଵାରା ଅଂଶୁଘାତ ସତର୍କତା କାର୍ଯ୍ୟକ୍ରମ

ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆଜି ପ୍ରକାଶ ପାଇଛି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ବିଜ୍ଞପ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ… Continue reading ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ଆଜି ସକାଳେ ଦିଲ୍ଲୀରୁ ଫେରିବା ପରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି I ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମନମୋହନ କହିଛନ୍ତି, ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ… Continue reading ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୭.୩.୨୦୨୪: ଓଡ଼ିଶା ରାଜ୍ୟ ବିଜେପି ପକ୍ଷରୁ ବିକଶିତ ଓଡ଼ିଶା, ବିକଶିତ ଭାରତ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବୁଲନ ସେବା ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜେପି ନେତା ତଥା ସାମ୍ବାଦିକ ଅର୍ଧେନ୍ଦୁ ଦାସ, ଅଜିତ୍ ଦାସ, ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତି ଲାଗି ଏକ ବୈଠକ ଜରିଆରେ ମତବ୍ୟକ୍ତ କରି କହିଥିଲେ ଯେ, ଭାରତର ସର୍ବାଙ୍ଗୀନ… Continue reading ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ

ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ମେଣ୍ଟ ଚର୍ଚ୍ଚାକୁ ନେଇ ପୂର୍ଣ୍ଣଛେଦ ପକାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ବୋଲି ସିଧାସଳଖ ମନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । କେନ୍ଦ୍ରୀୟ ନେତୃତ୍ୱ କିଛି କହୁନଥିବା ବେଳେ ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଆଲୋଚନା ହେଉଥିଲା… Continue reading ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

You cannot copy content of this page