ଚାନ୍ଦବାଲି: ଚାନ୍ଦବାଲି ବ୍ଲକ କଖାରୁଡିହ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି | ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଆଇନ ସେବା ପ୍ରାଧିକରଣ ବିଷୟରେ କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କୌଣସି ଭିନ୍ନକ୍ଷମଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କିତ ମାମଲାର ଶୁଣାଣି ଅଗ୍ରାଧିକାର ଭିତ୍ତିରେ ଅର୍ଥାତ୍ ୧ ବର୍ଷ ଭିତରେ କରାଯିବ। ତେଣୁ ଭିନ୍ନକ୍ଷମମାନେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ଏଥିସହ ସମ୍ପ୍ରତ୍ତି ଭିନ୍ନକ୍ଷମମାନେ ମଧ୍ୟ… Continue reading ଚାନ୍ଦବାଲି ବ୍ଲକ କଖାରୁଡିହ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ଚାନ୍ଦବାଲି ବ୍ଲକ କଖାରୁଡିହ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
