ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

utkalbulletin trust annual day celebrated

ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ସ୍ୱତନ୍ତ୍ର ପୂଜ୍ୟପୂଜା ସମ୍ମାନ ୨୦୨୪ ପ୍ରଦାନଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଜାତୀୟ ଗଣମାଧ୍ୟମ ଦିବସ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ଓ ଏହି ଅବସରରେ ସଂଗଠନର ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟ ଓ ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଭ୍ୟ ତଥା ସମାଜସେବୀ… Continue reading ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

You cannot copy content of this page