ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବ

ବାଳକାଟି: ଭଲ ପାଠ ପଢିବା ସହ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିଲେ ଜୀବନ ରୁଦ୍ଧିମନ୍ତ ହେବବୋଲି ବାଳକାଟି ସ୍ଥିତ ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ କ୍ଷ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲାପାଳ ରବିନ ସାହୁ ସଭାପତିତ୍ୱ କରିଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର… Continue reading ପିଜିଏନ ପବ୍ଲିକ ସ୍କୁଲର ୩୭ ତମ ବାର୍ଷିକୋତ୍ସବ

ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ତରଫରୁ ନାଚୁଣୀ ମହାବିଦ୍ୟାଳୟ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ନାଚୁଣୀ. ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନାଚୁଣୀ ଥାନା ଭାର ପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନା ଯୋଗ ଦେଇ ସାଇବର ସୁରକ୍ଷା ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସାଇ… Continue reading ନାଚୁଣୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସ୍ମତିଚାତଣ ସଭାରେ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ… Continue reading ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

You cannot copy content of this page