ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡି,(୨୫/୩.2025): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମିଳିତ ଯୁବ ସଙ୍ଘ ଆନୁକୁଲ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ରେ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ସଂଘ। ଅଞ୍ଚଳରେ ଶାନ୍ତି, ସଦଭାବନା ଓ ଭାଇଚାରାକୁ ବଜାୟ ରଖିବା ସହ ନୂତନ ବନ୍ଧୁତା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଯୁବକ… Continue reading ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଦୁବାଇ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ… Continue reading ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ବାଙ୍କୁଆଳ ପ୍ରିମିୟର ଲିଗ୍ : ଏଫ୍ ସି ସି କେଶୁର ଚମ୍ପ୍ୟାନ୍।

ବାଲିଅନ୍ତା,୨୬/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍ ଆଜି ଫାଇନାଲ ରେ ଏଫ୍ ସି ସି କେଶୁରା ଓ ଯାଆଁଳା କ୍ରିକେଟ୍ କ୍ଲବ ମଧ୍ଯରେ ହୋଇଥିଲା ପ୍ରଥମେ ଟଚ୍ ଜିତି ଯାଆଁଳା ବ୍ୟାଟିଂ ର ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ଏହି ମ୍ୟାଚ୍ ରେ ୧୭.୦୩ ଓଭରରେ ତାର ସମସ୍ତ ୧୦ ୱଇକେଟ ହରାଇ ୧୩୩ ରନ କରିବାରେ ସକ୍ଷମ ହେଇଥିଲା।ବିଜୟ ମକୁଟ… Continue reading ବାଙ୍କୁଆଳ ପ୍ରିମିୟର ଲିଗ୍ : ଏଫ୍ ସି ସି କେଶୁର ଚମ୍ପ୍ୟାନ୍।

କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ଧର୍ମଗଡ଼, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): ବର୍ତ୍ତମାନ ଖେଳ ମଧ୍ୟରେ କ୍ରିକେଟ୍ ଖେଳ ସବୁଠାରୁ ଅଧିକ ଲୋକପ୍ରିୟ ହୋଇ ଥିବା ଯୋଗୁଁ ଅନେକ ସ୍ଥାନ ରେ ଖେଳ ପ୍ରତିଯୋଗିତାମାନ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମନରେ କ୍ରିକେଟ୍ ଖେଳ ଦେଖିବାକୁ ପାଇଁ ଆଗ୍ରହ ବଢୁଛି।। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ ଗ୍ରାମପଞ୍ଚାୟତ ସ୍ତରୀୟ ମା ଠାକୁରାଣୀ କ୍ରିକେଟ ଆସୂସେଶନ ତରଫରୁ ଚଳିତ ମାସ ୫ ତାରିଖ ରବିବାର ଠାରୁ ୧୨ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା… Continue reading କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ବାଲିଅନ୍ତା: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜାଗେଶ୍ବରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୪ ଦିନ ଧରି ଚାଲିଥିବା ସାଇ ମେମୋରିଆଲ କ୍ରିକେଟ କପ -୨0୨୪ ରେ ‘କଳିଙ୍ଗ ୱାରିୟର’ ଚମ୍ପିୟାନ ହୋଇଛି l ଏହି ଟୁର୍ନାମେଣ୍ଟରେ ମୋଟ ୮ ଟି ଦଳ ଭାଗ ନେଇଥିଲେ l ଆଜି ଉଦଯାପିତ ବା ଫାଇନାଲ ମ୍ୟାଚଟି ସାଇ ଫାଇଟର ଓ କଳିଙ୍ଗ ୱାରିୟର ମଧ୍ୟରେ ଖେଳା ଯାଇଥିଲା l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି… Continue reading ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

sai memorialcricket culb tournament1

ବାଳକାଟି,୨୮|୧୨: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜଗେଶ୍ଵରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ ହୋଇଯାଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସମାଜସେବୀ ପବିତ୍ର ବେହେରା, ଯୁବ ସ୍ବେଛାସେବୀ ମିଲନ ଜେନା, ତୁଷାର ଜେନା ପ୍ରମୁଖ ଯୋଗଦେଇ ଏହାର ଉଦଘାଟନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ୧୯ ବର୍ଷରୁ କମ ଖେଳାଳୀ ଭାଗ ନେଇଥିବା ବେଳେ ପ୍ରତିଦଳ… Continue reading ସାଇ ମେମୋରିଆଲ କ୍ରିକେଟ କପ-୨0୨୪ ଉଦଘାଟିତ

ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅଞ୍ଚଳର ୧୦ନମ୍ବର ଓ୍ବାଡର ନୟାଧାମରା ଗ୍ରାମର ଯାତ୍ରାପଡିଆରେ ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ର ଉଜ୍ଜାପନ ଦୀବସ ଅନୁଷ୍ଠିତ ହୋଯାଇଅଛି, ଏଥିରେ ମୁଖ୍ୟ ଅତିଥୀ ଭାବେ ଚାନ୍ଦବାଲ ଏନଏସିର ଭାଇସଚ୍ୟାର ମ୍ୟାନ ଶ୍ରୀଯୁକ୍ତ ଅମେନ୍ଦ୍ର ସାହୁ,ଚାନ୍ଦବାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନୟାଧାମରା ଗ୍ରାମର ପୂର୍ବତନ ମୁଖିଆ ଶ୍ରୀଯୁକ୍ତ ରାମଚନ୍ଦ୍ର ବଳ ଏବଂ ନୟାଧାମରା ଗ୍ରାମରେ ବୈଜ୍ୟେଷ୍ଠ ବ୍ୟକ୍ତି ରଘୁଆ ଖଟୁଆ… Continue reading ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

You cannot copy content of this page