ଏସ୍‌ଆଇ ପରୀକ୍ଷା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍‌ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ଏହି କେଳେଙ୍କାରୀରେ ସଂପୃକ୍ତ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଛନ୍ତି। ଅପରାଧ ସିଣ୍ଡିକେଟର ମୁଖ୍ୟ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ବାଲେଶ୍ୱରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା… Continue reading ଏସ୍‌ଆଇ ପରୀକ୍ଷା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା): ଧର୍ମଗଡ଼ ବ୍ଲକ ବେହେରା- ଧଅଂରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ ହୋଇ ହୋଇଯାଇଛି । ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗ ଦେଇ ନିଜ ହସ୍ତରେ ପଟ୍ଟା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଧର୍ମଗଡ… Continue reading ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ଭୁବନେଶ୍ୱର: ରାସ୍ତାରେ ଗାଈଗୋରୁ ଶୋଇବା ଯୋଗୁଁ ପ୍ରତିଦିନ ଅନେକ ନିରୀହ ଜୀବନ ସହ ଗାଈଗୋରୁ ସଡ଼କ ଦୁର୍ଘଟଣାରେ ମୃତକ୍ଷହତ ହେଉଛନ୍ତି I ଅନେକ ପରିବାର ଛାରଖାର ହୋଇଯାଉଛି I ସରକାରୀ ଉଦାସୀନତା ଓ଼ ବିଭାଗୀୟ ଦାୟିତ୍ୱହୀନତା ର ଅଭାବ ଏଥିପାଇଁ ସମ୍ପୂର୍ଣ ଦାୟୀ I ଏହି ଗୁରୁତର ସମସ୍ୟା ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ ଓ଼ ଅଶୋକ ପାଇକରାୟ ଅଗଷ୍ଟ ୫ ତାରିଖରେ ଓଡିଶା… Continue reading ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ

ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବାର ଦେଖା ଦେଇଛି l କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ସୁମିତ୍ରା ମେହେର ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଅଭିଯୋଗ ସେହି ବଳଦିଆମାଲ ଗ୍ରାମ ସ୍କୁଲର ତିନି ଜଣ ଶିକ୍ଷକ ତଥା ଯିଶୁରାମ ଗୋପାଳ , ଓମ୍ ପ୍ରସାଦ ମେହେର, ସାମନ୍ତ… Continue reading ବଳଦିଆମାଲ ସ୍କୁଲର ପ୍ରଧାନ ଶିକ୍ଷକ କୋର୍ଟ ଚାଲାଣକୁ ନେଇ ତାଙ୍କ ପତ୍ନୀଙ୍କ ଥାନାରେ ଲିଖିତ ଅଭିଯୋଗ

ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ

ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଜିଲା ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍‌ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଚୋରି ବଢ଼ି ଚାଲିଥିବା ବେଳେ ଚୋରମାନଙ୍କୁ କାବୁ କରିବାରେ ଅସମର୍ଥ ଜିଆରର୍‌ପି ପୋଲିସ । ଡୁଆଝର ଏବଂ ଖରିଆର ଅଞ୍ଚଳର ଦୁଇ ଯାତ୍ରୀଙ୍କଠାରୁ ମୋବାଇଲ ଏବଂ ବ୍ୟାଗ ଲୁଟ୍ କରି ଫେରାର ମାରୁଥିବା ବେଳେ… Continue reading ମୋବାଇଲ ଚୋରଙ୍କୁ କାବୁ କଲା କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ

ଭୁବନେଶ୍ୱର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ପୁଣି ଘଟିଛି ଜଣେ ଯୁବତୀଙ୍କ ମୃତ୍ୟୁ । ଭୁବନେଶ୍ୱର ଜାଗମରାରେ ଥିବା ଏକ ଓୟୋ ହୋଟେଲରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ନୟାଗଡ଼ ଜିଲ୍ଲାର ସୋନାଲି ମହାପାତ୍ର । ସେ ଏକ ବ୍ୟାଙ୍କରେ କାମ କରୁଥିବା ଜଣାପଡିଥିବା ବେଳେ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ରୁମରେ ଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ। ପୁରୁଷ ବନ୍ଧୁଙ୍କୁ ଅଟକ ରଖି… Continue reading ଭୁବନେଶ୍ୱର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

ଭବାନୀପାଟଣା, ୦୬/୦୫; ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଳକ ରେତ ଡେମ ନିକଟ ହାତୀ ମୁଣ୍ଡା ଗ୍ରାମରେ ବେନିୟମ ଭାବେ ରନ୍ଧା ମଦ ଚାଲିଥିବା ଖବର ପାଇ ଅବକାରୀ ଟିମ ଚଢାଉ କରିଥିଲେ। ଭବାନୀପାଟଣା ଅବକାରୀ ଭାରପ୍ରାପ୍ତ ଅଧିକାରୀ ତିଲକ ରାମ ନାଏକଙ୍କ ନେତୃତ୍ଵରେ ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ସାମୁଏଲ ଆଚାର୍ଯ୍ଯ, କିଶାନ ଗଉଡ, ମହାଦେବ ମାଝୀ,… Continue reading ଅବକାରୀ ବିଭାଗ ଦ୍ଵାରା ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ

ଚିଲିଚିଲା ନାଗେଶ୍ୱର ଢାବାରେ ବେଆଇନ ବିଦେଶୀମଦ ବିକ୍ରିକୁ ନେଇ ଚଢ଼ାଉ

୨୯ ଲିଟର ବିଦେଶୀ ମଦ ଜବତ ସହ ଜଣେ ଗିରଫ କଳାହାଣ୍ଡି, ୨୬|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସ ଙ୍କ ନେତୃତ୍ୱରେ ଧର୍ମଗଡ ନିକଟସ୍ଥ ଚିଲଚିଲା ଗ୍ରାମର ଏକ ଡାବାରେ ଚଢାଉ କରାଯାଇ ୧୧୯ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଉକ୍ତ ଡାବାରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ବିଦେଶୀ… Continue reading ଚିଲିଚିଲା ନାଗେଶ୍ୱର ଢାବାରେ ବେଆଇନ ବିଦେଶୀମଦ ବିକ୍ରିକୁ ନେଇ ଚଢ଼ାଉ

ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

Beheaded body of youth found in capital

ଭୁବନେଶ୍ୱର: ରାଜଧାନୀର ମୁହଁ କୁହାଯାଉଥିବା ରସୁରଗଡ଼ ବାଣୀ ବିହାର ମଝିରେ ଥିବା ଫ୍ଲାଇଓଭର ନିକଟରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ସକାଳେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ। ଭୋର ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରସୁଲଗଡ଼ରୁ ବାଣୀବିହାର ଜାତୀୟ ରାଜପଥରେ ଏହି ହତ୍ୟାକାଣ୍ଡ ଘଟିଛି। ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ। ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ମୃତଦେହକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ସୂଚନା ଅନୁଯାଯ଼ୀ, ଦୁଇ… Continue reading ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

ପୁଣି ଆପାର୍ଟମେଣ୍ଟକୁ ଟାର୍ଗେଟ

କଲେଜ ଅଧ୍ୟକ୍ଷଙ୍କ ଘରୁ ନେଇଗଲେ ୧00 ଗ୍ରାମର ସୁନାଅଳଙ୍କାର ଓ ୪0 ହଜାର ଟଙ୍କା : ସୁରକ୍ଷାକର୍ମୀଙ୍କ ଉପରେ ସନ୍ଦେହ।ବାଲିଅନ୍ତା: ପୁଣି ଲୁଟିଆଙ୍କ ଟାର୍ଗେଟରେ ବହୁତଳ କୋଠା l ଘର ମାଲିକ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଉଛନ୍ତି ଲୁଟିଆ l ଗତକିଛି ଦିନ ତଳେ ପିପିଲି ଥାନା କେଇସି କଲେଜ ସମ୍ମୁଖରେ ଥିବା ଏକ ବହୁତଳ କୋଠାରେ ରହୁଥିବା ୪ ଜଣଙ୍କ ଘରୁ ଚୋରୀ କରିଥିବା ବେଳେ ବାଲିଅନ୍ତା ଥାନା ରଙ୍ଗବଜାରରେ ଥିବା ଏକ ବହୁତଳ… Continue reading ପୁଣି ଆପାର୍ଟମେଣ୍ଟକୁ ଟାର୍ଗେଟ

You cannot copy content of this page