ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାର ହାଣ୍ଡି , କଳାହାଣ୍ଡି ସାରସ୍ୱତ ର ମାଟି, ବୀର ପୁତ୍ର ର ମାଟି ହେଉଛି ଆମ ଜିଲ୍ଲା କଳାହାଣ୍ଡି । କଳାହାଣ୍ଡି ଜିଲ୍ଲାର ଅନେକ ସୁପୁତ୍ର ଦେଶ ବିଦେଶରେ ଯାଇ ନିଜ ଜିଲ୍ଲାର ମାଁ ମାଟି ପାଇଁ ଗୌରବ ଆଣି ଦେଇଛନ୍ତି ଏହା ଜିଲ୍ଲା ବାସୀଙ୍କ ପାଇଁ ଗର୍ବ ଓ ଗୌରବ । ସେମିତି ଜଣେ ସାଧକ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ… Continue reading ସରକାରଙ୍କ ଦୃଷ୍ଟି ଆଢୁଆଳରେ ପ୍ରତିଭା ସମ୍ପନ୍ନ ଧର୍ମୁ ନାଏକ !
ସରକାରଙ୍କ ଦୃଷ୍ଟି ଆଢୁଆଳରେ ପ୍ରତିଭା ସମ୍ପନ୍ନ ଧର୍ମୁ ନାଏକ !
