ଭୁବନେଶ୍ୱର: ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା ଏବଂଶାରିରୀକ ବିକାଶ ପାଇଁ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ବୋଲି ଶିଶୁ ଅନନ୍ତ ମହାବିଦ୍ୟାଳୟର ଅଠଚାଳିଶତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନାଦୃତ ପ୍ରଶାସନିକ ଅଧିକାରିଣୀ ତଥା ବାଲିପାଟଣା ତହସିଲଦାର କଳ୍ପନା ଦାସ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର କର୍ମ ପ୍ରବୀଣା ଅଧ୍ୟକ୍ଷା ଡଃ ମଧୁମତୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ… Continue reading ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା
ବ୍ୟକ୍ତିତ୍ବ ଗଠନର ଭିତ୍ତିଭୂମିକୁ ସମ୍ମୁଜ୍ଜ୍ବଳ କରେ କ୍ରୀଡା