ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ

ପବିତ୍ର ଗଣେଶ ପୂଜା । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ଆଉ ଗଜାନନଂକ ପୂଜାକୁ ନେଇ ଆଉ ଗାଁଠୁ ସହର ଚଳଚଂଚଳ ହେଉଥିବା ବେବେଳେ ରାଜଧାନୀ ଭୁବନେଶ୍ୱରରେ ବି ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ବର୍ଷାରେ ବି ଫିକା ପଡିନି ପୂଜା । ଏହାରି ଭିତରେ ଆକର୍ଷଣୀୟ ସାଜିଛି ଗଛ ଗଣେଶ । ପରିବେଶ ସୁରକ୍ଷାର ବାର୍ତା ନେଇ ଗଛରେ ପ୍ରସ୍ତୁତ ଗଣେଶ ପୂଜା ପାଉଛନ୍ତି । ତେବେ ହାତୀମୁଣ୍ଡିଆ ଓ… Continue reading ଚର୍ଚ୍ଚାରେ ରାଜଧାନୀ ଗଛ ଗଣେଶ

ଚଳିତବର୍ଷ ପୂଜାକମିଟିଙ୍କୁ ମିଳିବ “ଶ୍ରୀ ଗଣେଶ” ସମ୍ମାନ

ବାଲିଅନ୍ତା: ପାର୍ବଣଋତୁର ଆଗମନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ l ଆଉ ଦିନକ ପରେ ଧରାପୃଷ୍ଠକୁ ଆସିବେ ବିଘ୍ନବିନାଶକ ଶ୍ରୀ ଗଣେଶ l ଏହି ପରିପ୍ରେକ୍ଷୀରେ ଏକ ନୂତନ ଚିନ୍ତାଧାରା ନେଇ ଶାନ୍ତିସ୍ତୁପ ପ୍ରିଣ୍ଟ ମେଡ଼ିଆ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ଉତ୍କଳ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ପୂଜାକମିଟିକୁ ଶ୍ରୀ ଗଣେଶ ସମ୍ମାନରେ ସମ୍ମାନିତ କରାଯିବ l ସୁନ୍ଦର ମୂର୍ତ୍ତି, ସାଜସଜା, ପରିଷ୍କାର ପରିଚ୍ଛନ୍ନତା,… Continue reading ଚଳିତବର୍ଷ ପୂଜାକମିଟିଙ୍କୁ ମିଳିବ “ଶ୍ରୀ ଗଣେଶ” ସମ୍ମାନ

You cannot copy content of this page