ଓଡିଶ: ଢେଙ୍କାନାଳ ଜିଲ୍ଲା ଓଡିଶ ଗ୍ରାମ ପଞ୍ଚାୟତରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗାଁ ଦାଣ୍ଡ, ରାସ୍ତା, ଗ୍ରାମର ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ ସଫେଇ କରାଯାଇଛି। ହାତରେ ଝାଡୁ, କୋଦାଳ ଓ ଝୁଡି ଧରି ଯୁବକମାନେ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକମାନେ ଯୋଗଦାନ କରିଥିଲେ । ଏହି ସଫେଇ କାମକୁ ଲୋକମାନେ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ତରଫରୁ ଗ୍ରାମ ସଫେଇ ଅଭିଯାନ
