ଆବାସ ଯୋଜନା ପାଇଁ ଲମ୍ବା ଧାଡ଼ି , ବାଧକ ସାଜୁଛି ନେଟୱର୍କ , ଯିବାକୁ ପଡୁଛି ୧୦କିମି

ଦାରିଙ୍ଗବାଡି : ତା: ୧୪/୨: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନଲାଇନ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି , ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ନ କଲେ ହିତାଧିକାରୀ ମାନେ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ଏଣୁ ଯୋଗ୍ୟ ହିତାଧିକାରୀ ମାନେ ନିଜକୁ ଆବାସ ଯୋଜନା ରେ ସାମିଲ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ବାଧକ ସାଜୁଛି ନେଟୱର୍କ । ଅଧିକାରୀ ମାନେ ନିଜ ନିଜ ପଞ୍ଚାୟତ ରେ ରହି ସର୍ଭେ… Continue reading ଆବାସ ଯୋଜନା ପାଇଁ ଲମ୍ବା ଧାଡ଼ି , ବାଧକ ସାଜୁଛି ନେଟୱର୍କ , ଯିବାକୁ ପଡୁଛି ୧୦କିମି

You cannot copy content of this page