ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

କଟକ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଲାଇଭ୍ ସ୍କୋର, ପ୍ରଥମ ଟି-୨୦ ମ୍ୟାଚ୍ (ଭାରତ ଜାତୀୟ କ୍ରିକେଟ୍ ଦଳ ବନାମ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ୍ ଦଳ): ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲ୍ ରେ ୫୯ ରନର ଏକ ଚମତ୍କାର ଅପରାଜିତ ଇନିଂସ ଖେଳି ଭାରତ ମଙ୍ଗଳବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି। କ୍ୱାଡ୍ରିସେପ୍ ଆଘାତରୁ ସୁସ୍ଥ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ, ପାଣ୍ଡ୍ୟା ଛଅ… Continue reading ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଡିସେମ୍ବର ମାସ ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଯାଇଛି। ମ୍ୟାଚ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭେଟିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧… Continue reading ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡି,(୨୫/୩.2025): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମିଳିତ ଯୁବ ସଙ୍ଘ ଆନୁକୁଲ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ରେ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ସଂଘ। ଅଞ୍ଚଳରେ ଶାନ୍ତି, ସଦଭାବନା ଓ ଭାଇଚାରାକୁ ବଜାୟ ରଖିବା ସହ ନୂତନ ବନ୍ଧୁତା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଯୁବକ… Continue reading ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅଞ୍ଚଳର ୧୦ନମ୍ବର ଓ୍ବାଡର ନୟାଧାମରା ଗ୍ରାମର ଯାତ୍ରାପଡିଆରେ ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ର ଉଜ୍ଜାପନ ଦୀବସ ଅନୁଷ୍ଠିତ ହୋଯାଇଅଛି, ଏଥିରେ ମୁଖ୍ୟ ଅତିଥୀ ଭାବେ ଚାନ୍ଦବାଲ ଏନଏସିର ଭାଇସଚ୍ୟାର ମ୍ୟାନ ଶ୍ରୀଯୁକ୍ତ ଅମେନ୍ଦ୍ର ସାହୁ,ଚାନ୍ଦବାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନୟାଧାମରା ଗ୍ରାମର ପୂର୍ବତନ ମୁଖିଆ ଶ୍ରୀଯୁକ୍ତ ରାମଚନ୍ଦ୍ର ବଳ ଏବଂ ନୟାଧାମରା ଗ୍ରାମରେ ବୈଜ୍ୟେଷ୍ଠ ବ୍ୟକ୍ତି ରଘୁଆ ଖଟୁଆ… Continue reading ସ୍ବର୍ଗତଃ ହେମଲତା ବଳ ମେମୋରିଆଲ୍ ତରଫରୁ ସରସ୍ବତୀ କ୍ଲବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଜ୍ଜାପନ ଉତ୍ସବ

ଧୋନିଙ୍କ ନୂଆ IPL ରେକର୍ଡ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ ରେକର୍ଡ କରିଛନ୍ତି। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। ରବିବାର ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ବିଜୟ ହାସଲ କରିଛି । ଏହା ସହ। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହୋଇପାରିଛନ୍ତି I ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଆରମ୍ଭ ହେବା ପରଠାରୁ ଧୋନି ଅଂଶଗ୍ରହଣ କରିଆସୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚ… Continue reading ଧୋନିଙ୍କ ନୂଆ IPL ରେକର୍ଡ

You cannot copy content of this page