ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି ଭୁବନେଶ୍ୱରସ୍ଥିତ ପଟିଆ ସାଇମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏହି ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନ୍ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ଏହା ଏକ ଆଦିବାସୀ କାହାଣୀ ଉପରେ ଆଧାରିତ ହୋଇଥିବା ଏହାର ପୋଷ୍ଟରରୁ ଜଣାପଡିଯାଉଛି । ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନର ପ୍ରଥମ ଅବଦାନ ହୋଇଥିବାବେଳେ ଏଥିରେ ନିଦେ୍ର୍ଦଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ, ଏହାସହ ସଂଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ସୋମେଶ ଶତପଥୀ ଏବଂ ଷ୍ଟୋରୀ… Continue reading ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

new odia short film han mun released

Bhubaneswar: ମୋକିମ ଫାଉଣ୍ଡେସନ ଏବଂ ମେଟ୍ରୋ ଗ୍ରୁପ ସହଯୋଗୀତାରେ ଅରୋମୀରା ଦ୍ୱାରା ପ୍ରସ୍ତୁତ ତଥା ଦେବ ମେହେର ନିର୍ଦ୍ଦେଶିତ ହଁ, ମୁଁ… ନାମକ ଏକ ଭିନ୍ନ ସ୍ୱାଦର ଓଡ଼ିଆ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିଛି l ଅନେକ ଲୋକପ୍ରିୟ ଗୀତର ଗାୟିକା ସୁସ୍ମିତା ଦାସଙ୍କ କଣ୍ଠରେ ଗୀତଟି ଭାରି ମନଛୁଆଁ ହୋଇଛି l ସୁନ୍ଦର ଗୀତ ସାଙ୍ଗକୁ ଭିଡିଓଗ୍ରାଫି କାହାଣୀର ପରିକଳ୍ପନା ମଧ୍ୟ ନିଆରା l ଦେବ ମେହେର ଜଣେ ଉଚ୍ଚକୋଟୀର ଯୁବ ନିର୍ଦ୍ଦେଶକ l… Continue reading ମୁକ୍ତିଲାଭ କରିଛି “ହଁ, ମୁଁ” ସର୍ଟ ମ୍ୟୁଜିକାଲ ଫିଲ୍ମ

You cannot copy content of this page