ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନା ଓ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ଓଡିଶାର ଗଣପର୍ବ ତଥା ଆମ ସଂସ୍କୃତି, ପରମ୍ପରା ବହନ କରୁଥିବା ଉକ୍ତ ନିଆରା ପର୍ବ ରଜ ର ମହତ୍ୱ ତଥା ସାମ୍ପ୍ରତିକ ସମୟରେ ପୂଜ୍ୟପୂଜା, ରାଷ୍ଟ୍ରଭକ୍ତି ସହ ସମର୍ପିତ ଭାବେ… Continue reading ରଜ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ

ବିଶ୍ୱ ଓଡିଶୀ ଉତ୍ସବ

ଭୁବନେଶ୍ୱର, ତା 24/12/24: ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଥିବା “ନୃତ୍ୟ ନୌବେଦ୍ୟ” ପକ୍ଷରୁ ବିଶ୍ୱ ଓଡିଶୀ ଉତ୍ସବ ଅବସରରେ ଅନୁଷ୍ଠାନର ଦୁଇ ନୃତ୍ୟ ଶିଳ୍ପୀ ସ୍ଵାଗତିକା ସାହୁ ଓ ଶୁଚିସ୍ମିତା ସାହୁଙ୍କ କଳା ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା I ଗୁରୁ ପ୍ରଭାତ କୁମାର ସ୍ୱାଇଁ ଙ୍କ ନିର୍ଦ୍ଧେଶନା ଓ ଗୁରୁ ଶ୍ରୀକାନ୍ତ କୁମାର କୁଣ୍ଡୁଙ୍କ ସଂଗୀତ ନିର୍ଦ୍ଧେଶନା ରେ ବାଦ୍ୟ ଗୁରୁ ସୁକାନ୍ତ କୁମାର ଗୁରୁଙ୍କ ସୁରତାଳ ରୋମାଞ୍ଚକର ହୋଇ ଥିଲା. I ସମସ୍ତ… Continue reading ବିଶ୍ୱ ଓଡିଶୀ ଉତ୍ସବ

You cannot copy content of this page