ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

କଟକ: ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଚଳିତ ଡିସେମ୍ବର ମାସ ୯ ତାରିଖରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଯାଇଛି। ମ୍ୟାଚ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ଭେଟିବାକୁ ଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ପାଇଁ ବାରବାଟୀରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି। ମ୍ୟାଚ୍ ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ (ଓସିଏ) ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଡିସେମ୍ବର ୧… Continue reading ବାରବାଟୀରେ ଡିସେମ୍ବର ୯ରେ ଟି-୨୦ କ୍ରିକେଟ ମ୍ୟାଚ୍

You cannot copy content of this page